ବିଲିଣ୍ଡା ଗ୍ରାମରେ ମା’ ଗଜଲକ୍ଷ୍ମୀ ଙ୍କ ପୂଜା ।

0
230

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : କଣିହାଁ ବ୍ଲକ ସମଲ ଗ୍ରାମପଞ୍ଚାୟତର ବିଲିଣ୍ଡା ଗ୍ରାମରେ ଚାଲିଛି ମା ଗଜଲକ୍ଷ୍ମୀ ଙ୍କ ପୂଜା । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସବୁଠି ଚାଲିଛି ନିରାଡମ୍ବର ଭାବେ ମା’ଙ୍କ ପୂଜାର୍ଚ୍ଚନା । ତେବେ ପରମ୍ପରାକୁ ବଜାୟ ରଖିବା ପାଇଁ ସ୍ୱଳ୍ପ ସଂଖ୍ୟକ ସଦସ୍ୟଙ୍କ ଉପସ୍ଥିତିରେ ମା ଙ୍କ ପୂଜା କାର୍ଯ୍ୟ ସମାପନ ହୋଇଅଛି . କରୋନା ମହାମାରୀ ସଂକ୍ରମଣକୁ ଆଖି ଆଗରେ ରଖି ଚଳିତ ବର୍ଷ ସମସ୍ତ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି .

LEAVE A REPLY

Please enter your comment!
Please enter your name here