ଆମ ରିପୋଟରଗଜପତିଜିଲ୍ଲା

ବାଳ ମୁକୁନ୍ଦ କେନ୍ଦ୍ର ଏବଂ ରାଧାଗୋବିନ୍ଦ ଧାମ ଠାରେ ଶ୍ରୀକୃପାଳୁ ମହାରାଜଙ୍କ ମହାପରାୟଣ ଦିବସ ପାଳିତ !

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପବିତ୍ର କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ତିଥିରେ ଜଗତଗୁରୁତ୍ତମ ଶ୍ରୀକୃପାଳୁ ଜୀ ମହାରାଜଙ୍କ ସପ୍ତମ ବାର୍ଷିକ…

ଆମ ରିପୋଟରକଟକଜିଲ୍ଲା

କେନ୍ଦ୍ର ସରକାରଙ୍କ କୃଷି ବିରୋଧୀ ଆଇନକୁ ନେଇ ଗର୍ଜିଲା ଏସୟୁସିଆଇ ଏବଂ ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଂଗଠନ ।

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ନୂତନ କୃଷି ଆଇନକୁ ନେଇ ତେଜୁଛି ପ୍ରତିବାଦ…

ଆମ ରିପୋଟରଗଜପତିଜିଲ୍ଲା

ପାରଳାଖେମୁଣ୍ଡି ବିଧାୟକଙ୍କ ବାସ ଭବନରେ ଉନ୍ମତ୍ତ କାଣ୍ଡ ଘଟାଇ ୩ ଗିରଫ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କ ମାଉସୀଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ସଂପୃକ୍ତ ତିନି ଜଣଙ୍କୁ…

ଆମ ରିପୋଟରଜିଲ୍ଲାନୟାଗଡ

ବାଲଣ୍ଡା ଗ୍ରାମରେ ପାନୀୟ ଜଳ ସମସ୍ୟା : ଶୁଣୁନାହାନ୍ତି ବିଭାଗୀୟ ଅଧିକାରୀ

ନୟାଗଡ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାଲଣ୍ଡା ଗ୍ରାମରେ ପାନୀୟ ଜଳ ସମସ୍ୟା…

ଆମ ରିପୋଟରକଟକଜିଲ୍ଲାରାଜ୍ୟ

ଜନନୀ ଏକ୍ସପ୍ରେସ ପାଇଁ ଗାଡି ଭଡା ମାଗୁଛନ୍ତି ଷ୍ଟାଫନର୍ସ !!

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ବିଭିନ୍ନ ଘଟଣା ଦୁର୍ଘଟଣାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛି କଳାପଥର ଆଂଚଳିକ ଚିକିତ୍ସାଳୟ .…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜ୍ୟ

ବିଜୁ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ !!!

ଭୁବନେଶ୍ଵର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : କରୋନା ମହାମାରୀ ସମୟରେ ରକ୍ତଭାବ ସଙ୍କଟ ଦୂର କରିବା ପାଇଁ ବିଜୁ ଜନତା…

Breaking newsଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଟ୍ୟାଙ୍କର ଧକାରେ ଜଣଙ୍କର ମୃତ୍ୟୁ : କ୍ଷତିପୂରଣ ଦାବିରେ ରସ୍ତାରୋକ ।

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଖୋର୍ଦ୍ଧା ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥରେ ଦୁର୍ଘଟଣା ଜଣଙ୍କର ମୃତ୍ୟୁ ଘଟିଛି . ମୃତକଙ୍କ…