ନୟାଗଡ ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ ।

0
342

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ବହୁଚର୍ଚ୍ଚିତ ନୟାଗଡ଼ ପରୀ ଅପହରଣ ଓ ହତ୍ୟା ଘଟଣା କୁ ନେଇ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ନୟାଗଡ ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ। ସଭାପତି ରଞ୍ଜିତ ଦାସ , ଉପସଭାପତି ହୁସେନ ଖାଁ, କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋଜ ସାହୁ ପ୍ରମୁଖ ଯୋଗଦେଇ ଏସଆଇଟି ଟିମ୍ ର ତଦନ୍ତ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି । ଏସଆଇଟି ଟିମ୍ ଆସିଛି ପ୍ରକୃତ ଦୋଷୀକୁ ଘଣ୍ଟ ଘୋଡାଇବା ପାଇଁ ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ନେତା । ଯେଉଁ ଭଳି ଭାବେ ତଦନ୍ତ ଚାଲିଛି ସେଥିରେ ଦୋଷୀ କୁ ଦଣ୍ଡ ମିଳିବ ନାହିଁ କି ପରୀ ନ୍ୟାୟ ପାଇବ ନାହିଁ ବୋଲି ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here