ନୟାଗଡ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୂଆଗାଁ ବ୍ଲକ ଗୁମି ପଞ୍ଚାୟତ ଗୁମି ଗ୍ରାମରେ ଧlନଗଦା ରେ ନିଆଁଲାଗି ୫ଶହ ସଂପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି l ବିଲରେ ପାଳ ପଡିଲା ବେଳେ ପାଖରେ ଥିବା ଧାନ ଗଦା ରେ ନିଆଁଲାଗିଥିବା ଜଣାପଡିଛି l ସେହି ଗ୍ରାମର ଲୋକ ଜଣକ ଏପରି କରିଥିବା ଗାଁ ଲୋକମାନେ ପ୍ରକାଶ କରିଛନ୍ତି l ଅଗ୍ନିକାଣ୍ଡ କାରଣରୁ ଦୁଇ ଚାଷୀଙ୍କର କଷ୍ଟ ଅର୍ଜିତ ଧାନ ପୁରା ନଷ୍ଟ ହୋଇଥିବା ଜଣାପଡିଛି l