ଟ୍ରକ ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ !!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ମହାନଦୀ ପୋଲ ଉପରେ ପୁଣି ଅଘଟଣ . କଟକ ସହର ଉପକଣ୍ଠ ଶିଖରପୁର ମହାନଦୀ ପୋଲ ଉପରେ ଟ୍ରକ ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି . ଦୁର୍ଘଟଣା ଘଟାଇଥିବା ଟ୍ରକ କୁ ଜବତ କରି ପୁଲିସ ଆରମ୍ଭ କରିଛି ତଦନ୍ତ

Leave a Reply

Your email address will not be published. Required fields are marked *