ସୁକିନ୍ଦା ଆଦର୍ଶ ବିଦ୍ୟାଳୟ ପଛ ପାଖରୁ ଅଜଣା ଶବ ଉଦ୍ଧାର !!!

0
181

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ଆଦର୍ଶ ବିଦ୍ୟାଳୟ ପଛ ପାର୍ଶ୍ଵରେ ଥିବା ବିଲରୁ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର . ଘଟଣାସ୍ଥଳରେ ସୁକିନ୍ଦା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି । ତେବେ ଉଦ୍ଧାର ହୋଇଥିବା ଅଜଣା ଶବରେ କ୍ଷତ ଚିହ୍ନ ଥିବାର ଦେଖିବାକୁ ମିଳିଛି . କେଉଁ ପରିସ୍ଥିତିରେ ଏଠାକୁ ଶବ ଆସିଲା ସେ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି .

LEAVE A REPLY

Please enter your comment!
Please enter your name here