ପୋଖରୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନୂଆଗାଁ ବ୍ଲକ ର ଶିଙ୍ଗାରପଲ୍ଲୀ ଗ୍ରାମ ପଞ୍ଚାୟତ ଯୋଡ଼ାସାହି ଗ୍ରାମର ଉଜ୍ୱଳ ମହାକୁଡ଼ଙ୍କ ପରଲୋକ ପରେ ସଂପୂର୍ଣ୍ଣ ଗ୍ରାମରେ ଶୋକର ଛାୟା ଖେଳିଯାଇଛି | ବୃଦ୍ଧା ଜଣଙ୍କ ପୋଖରୀ କୁ ଗାଧୋଇବାକୁ ଯାଇଥିବା ବେଳେ କୌଣସି କାରଣ ରୁ ପୋଖରୀ ରେ ଗୋଡ ଖସି ଯାଇଥିଲା . ତେବେ ବୃଦ୍ଧା ଜଣକ ସାମାନ୍ୟ ଅସୁସ୍ଥ ଥିବା କାରଣରୁ ଆଉ ପାଣିରୁ ଉଠି ପାରିନଥିଲେ . ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା . ସେ ଅତ୍ୟନ୍ତ ଗରିବ ହୋଇଥିବା ରୁ ଗ୍ରାମବାସୀ ମାନେ ସରକାରଙ୍କ ତରଫରୁ ତାଙ୍କ ପରିବାରକୁ ସହାୟତା ପ୍ରଦାନ ପାଇଁ ଦାବି କରିଛନ୍ତି |

Leave a Reply

Your email address will not be published. Required fields are marked *