ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲା

ଜାତୀୟ ଯୁବ ଦିବସ ଅବସରରେ ଯୁବ ଜାଗୃତି କାର୍ଯ୍ୟକ୍ରମ !!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : କଳାପଥର ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାଖା ତରଫରୁ ଜାତୀୟ ଯୁବ ଦିବସ ଉପଲକ୍ଷେ…

ଆମ ରିପୋଟରଜିଲ୍ଲାନୟାଗଡ

ବନମାଳୀପୁର ସେବା ସମବାୟ ସମିତି ରେ ଧାନମଣ୍ଡି ଉଦଘାଟିତ ।

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ବନମାଳୀପୁର ସେବା ସମବାୟ ସମିତିରେ ଧାନମଣ୍ଡି ଉଦଘାଟନ ହୋଇଯାଇଛି…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାରାଜ୍ୟ

ପରଲୋକରେ ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ର : ଓୟୁଜେ ଭବନରେ ଶ୍ରଦ୍ଧାଞ୍ଜଳୀ ସଭା !!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବରିଷ୍ଠ ସାମ୍ବାଦିକ ତଥା ଓୟୁଜେ ର ପୂର୍ବତନ ସଭାପତି ଶଙ୍କର ପ୍ରସାଦ ମିଶ୍ରଙ୍କର ପରଲୋକରେ…

ଆମ ରିପୋଟରଜିଲ୍ଲାନୟାଗଡଯାଜପୁର

ନୟାଗଡ କଂଗ୍ରେସ ତରଫରୁ ଆଦିବାସୀ ଗଣହତ୍ୟା ଶ୍ରଦ୍ଧାଞ୍ଜଳୀ ଦିବସ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜିଲ୍ଲା କଂଗ୍ରେସ ତରଫରୁ କଳିଙ୍ଗନଗର ଗଣହତ୍ୟା ରେ ପ୍ରାଣ ହରାଇଥିବା ଆଦିବାସୀ ମାନଙ୍କୁ…

ଆମ ରିପୋଟରକଟକଜିଲ୍ଲା

ସାହି ମୁରବୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ବିଭିନ୍ନ ମହଲରୁ ଶୋକ !

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକ ସଦର ବ୍ଲକ ବୟାଳିଶମୌଜ଼ା ଉପକଣ୍ଠ ବରାଳ ଗ୍ରାମର ସାହି ମୁରବୀ, ସମାଜସେବୀ, ଧର୍ମପରାୟଣ…

ଆମ ରିପୋଟରଜିଲ୍ଲାଯାଜପୁରରାଜ୍ୟ

ବିତିଯାଇଛି ୧୫ ବର୍ଷ : କଳିଙ୍ଗନଗରରେ ସହିଦ ସ୍ମୃତି ଦିବସ ପାଳିତ !!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ଗୁଳିକାଣ୍ଡ ଘଟଣା କୁ ବିତି ଯାଇଛି ୧୫ ବର୍ଷ । ଟାଟା କମ୍ପାନୀ…

ଆମ ରିପୋଟରକଟକଜିଲ୍ଲା

ଜନଗଣନା ପର୍ଯ୍ୟବେକ୍ଷକଙ୍କୁ ସମ୍ବର୍ଦ୍ଧନା !

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ରାଜ୍ୟ…

ଆମ ରିପୋଟରଜିଲ୍ଲାଯାଜପୁର

ନଗଡ଼ାରେ ନୂଆବର୍ଷ ପାଳିଲେ ବ୍ରଦରହୁଡ଼ ପରିବାରର ସଦସ୍ୟ !!!

ସୁକିନ୍ଦା ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଇଂରାଜୀ ନବବର୍ଷ କୁ ନିଆରା ଢଙ୍ଗରେ ପାଳିଛି ବ୍ରଦରହୁଡ଼ ପରିବାର . ଯାଜପୁର ଜିଲ୍ଲା…

ଆମ ରିପୋଟରଗଂଜାମଜିଲ୍ଲାନୟାଗଡ

ଖୁବ ଶୀଘ୍ର ହେବ ପାରିପାର୍ଶ୍ଵିକ ଉନ୍ନତି : ରତ୍ନଗିରି ଗୁମ୍ଫା ପରିଦର୍ଶନ କଲେ ଦଶପଲ୍ଲା ବିଧାୟକ !!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ରତ୍ନଗିରି ଗୁମ୍ଫା ପରିଦର୍ଶନ କଲେ ଦଶପଲ୍ଲା ବିଧାୟକ ରମେଶ…