ସାଂସଦ ମହେଶ ସାହୁ ନେଲେ କରୋନା ଟୀକା

0
177
Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : କରୋନା ଲଢ଼େଇର ପ୍ରମୂଖ ବିଭାଗ ଟୀକାକରଣ ଆରମ୍ଭ ହେବା ପରେ, ଦ୍ବିତୀୟ ସୋପାନରେ ବରିଷ୍ଠ ନାଗରିକ ମାନଙ୍କୁ ଟୀକା ପ୍ରଦାନ କରାଯାଉଛି . ମାନ୍ୟବର ଢେଙ୍କାନାଳ ସାଂସଦ ମହେଶ ସାହୁ ଢେଙ୍କାନାଳର ମୁଖ୍ୟ ଚିକିତ୍ସାଳୟରେ କୋରନା ଟୀକା ଗ୍ରହଣ କରିଛନ୍ତି । ସାଂସଦ ଟୀକା ନେବା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୁଜାତରାଣୀ ମିଶ୍ର ଉପସ୍ଥିତ ଥିଲେ । ସେ ଅନ୍ୟମାନଙ୍କୁ ଏହି ଟୀକା ନେବାପାଇଁ ଅନୁପ୍ରାଣିତ ମଧ୍ୟ କରାଇଥିଲେ । ଭାରତୀୟ ବୈଜ୍ଞାନିକ ତଥା ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଏହି ଟିକାର ପ୍ରସ୍ତୁତି ପାଇଁ ମଧ୍ୟ କୃତଜ୍ଞତା ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here