କରୋନା ରିଟର୍ଣ୍ଣସ : ଗଜପତିରେ ପୁଣି 16 ପଜିଟିଭ !!

0
259

Loading

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ପୁଣି 16 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା . ପଜିଟିଭ ଚିହ୍ନଟ ମାନଙ୍କ ମଧ୍ୟରୁ ପାରଳା ସହରରେ 12 ଜଣ , ଗୋଶାଣି ବ୍ଳକରେ 3 ଜଣ ଏବଂ ଗଜପତି ଜିଲ୍ଲାର ଜଣେ ବ୍ୟକ୍ତି ଆନ୍ଧ୍ର ପ୍ରଦେଶରେ ଚିହ୍ନଟ ହୋଇଛନ୍ତି । ପଜିଟିଭ ଚିହ୍ନଟ ହେବା ପରେ ଆକ୍ରାନ୍ତ ମାନଙ୍କୁ ହୋମ ଆଇସୋଲେସନରେ ରହିବା ପାଇଁ ପରାମର୍ଶ ଦିଆ ଯାଇଥିବା ନେଇ ଗଜପତି ଜିଲ୍ଲାପାଳ ଅନୁପମ ସାହା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here