ଜାତୀୟ ଗ୍ରାମାଞ୍ଚଳ ମେଧା ବୃତ୍ତି ପରୀକ୍ଷାରେ କଳ୍ପତରୁଙ୍କ କୃତିତ୍ୱ !!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଚଳିତ ୨୦୨୦-୨୧ ଶିକ୍ଷା ବର୍ଷରେ ଆୟୋଜିତ ହୋଇଥିବା ଜାତୀୟ ଗ୍ରାମାଞ୍ଚଳ ମେଧା ବୃତ୍ତି ପରୀକ୍ଷା (ଏନଆରଟିଏସ) ରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର କଳ୍ପତରୁ ସାହାଣୀ ବାଲିଗୁଡା ଏନଏସିରେ ଷଷ୍ଠ ସ୍ଥାନରେ ରହି ସଫଳତାର ସହ କୃତିତ୍ୱ ଅର୍ଜନ କରିଛନ୍ତି l ତାଙ୍କର ଏହି ସଫଳତା ପଛରେ ଶିଶୁ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ ଓ ଗୁରୁମା ତଥା ପିତା ବ୍ରଜବନ୍ଧୁ ସାହାଣୀ ଓ ମାତା ସୁଜାତା ସାହାଣୀଙ୍କର ଆଶୀର୍ବାଦ ରହିଥିବା ବିଷୟ କଳ୍ପତରୁ ପ୍ରକାଶ କରିଛନ୍ତି l

Leave a Reply

Your email address will not be published. Required fields are marked *