ସଚେତନ କରାଉଛନ୍ତି ଅଙ୍ଗନବାଡି କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀ !!!

0
369

Loading

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ କେରାଣ୍ଡି ଗ୍ରାମପଞ୍ଚାୟତର ବି.ସୀତାପୁର ଗ୍ରାମରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି .

ଏହି କାର୍ଯ୍ୟକ୍ରମ କୁ ଅଙ୍ଗନବାଡି କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀ ପରିଚାଳନା କରିଥିବା ସମୟରେ ଏକ ସଚେତନତା ରାଲ୍ଲୀ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବା ସହିତ ଗ୍ରାମରେ ମାସ୍କ ବଣ୍ଟନ କରିଥିଲେ . କରୋନା ଟୀକା ନେବା ପାଇଁ ଗ୍ରାମବାସୀ ଙ୍କୁ ସଚେତନ କରାଯାଇଥିଲା . ସଂପ୍ରତି ସଂକ୍ରମଣର ଦ୍ଵିତୀୟ ଲହରୀ ତାର କାୟା ବିସ୍ତାର କରୁଥିବାରୁ , ମାସ୍କ ପିନ୍ଧିବା , ସାମାଜିକ ଦୂରତା ରକ୍ଷା କରିବା , ବାରମ୍ବାର ହାତ ଧୋଇବା ଉପରେ ସଚେତନ କରାଇଥିଲେ ।

LEAVE A REPLY

Please enter your comment!
Please enter your name here