ଆମ ରିପୋଟରଗଜପତିଜିଲ୍ଲା

ସମୟ ସ୍ରୋତରେ ସଂସ୍କୃତି ଓ ପରମ୍ପରା ହିଁ ଗୋଟିଏ ଜାତିର ବୈଶିଷ୍ଟ୍ୟ : ତାର ଇତିହାସ ହିଁ ସାମ୍ପ୍ରତିକ ପରିସ୍ଥିତିର ବାସ୍ତବ ଚିତ୍ର ।

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପ୍ରଗତି ମହିଳା ସଙ୍ଗଠନ, ଆନୁକୂଲ୍ୟରେ ଏକ ଭରଚୁଆଲ ଆଲୋଚନା ଅନୁଷ୍ଟିତ ହୋଇ ଯାଇଛି ।…

ଆମ ରିପୋଟରକନ୍ଧମାଳଜିଲ୍ଲା

କରୋନା ସମୟରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ଯ୍ୟ ରୋକିବାକୁ ନେଇ ଆଲୋଚନା ଚକ୍ର !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ସମଗ୍ର ଦେଶ କରୋନା ମହାମାରୀ ଦେଇ ଗତି କରୁଥିବା ସମୟରେ ଆମ ଅଞ୍ଚଳରେ…

ଆମ ରିପୋଟରଗଜପତିଜିଲ୍ଲା

ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଶ୍ରମିକ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା କାଶୀ ନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ବିଜେପି ଯୁବ ମୋର୍ଚ୍ଚା…

ଆମ ରିପୋଟରକନ୍ଧମାଳଜିଲ୍ଲା

ଭର୍ଚୁଆଲ ମାଧ୍ୟମରେ ତୃତୀୟ ଲୋକକଳା ଦିବସ ପାଳିତ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ବିଶ୍ଵ ମହାମାରୀ କରୋନା ପାଇଁ ରାଜ୍ୟସ୍ତରୀୟ ଲୋକକଳା ଦିବସ ଜୁମ୍ ଭିଡ଼ିଓ କନଫରେନ୍ସ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜ୍ୟସ୍ମାର୍ଟ ସିଟି

ରାଜଧାନୀ ରେ ବିକ୍ରି ହେଉଥିଲା ଗୋଧି ମାଂସ : ଚଢାଉ କରି ଜବତ କଲା ପୋଲିସ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାଜଧାନୀ ଭୁବନେଶ୍ୱରରେ ଚିକେନ କାଉଣ୍ଟରରେ ଗୋଧି ମାଂସ ବିକ୍ରି ହେଉଥିବାର ଘଟଣା ସାମନାକୁ ଆସିବା…

ଆମ ରିପୋଟରକଟକଜିଲ୍ଲା

ପୂର୍ବତନ ବାଙ୍କୀ ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀର ପୂର୍ବତନ ବିଧାୟକ ଡଃ ଦେବାଶିଷ ପଟ୍ଟନାୟକ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବାରୁ…

ଆମ ରିପୋଟରଜିଲ୍ଲାଢେଙ୍କାନାଳ

ଗଁଦିଆ ବ୍ଲକ ବଇଁଶିଆ ଗ୍ରାମରେ ବିଜେପି ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର ଙ୍କ ନେତୃତ୍ୱରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଆମ ରିପୋଟରକଟକଜିଲ୍ଲା

କରୋନା ମହାମାରୀ ସମୟରେ ଉତ୍କଳ ବିକାଶ ପରିଷଦର ବହୁବିଧ ସେଵାକାର୍ଯ୍ୟ ।

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ କଟକ…

ଅନୁଗୁଳଆମ ରିପୋଟରଜିଲ୍ଲା

ଜାରି ରହିଛି ଚିନ୍ମୟୀଙ୍କ ନିରବଛିନ୍ନ ସେବାକାର୍ଯ୍ୟ !

ଅନୁଗୁଳ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କରୋନା ନାଁ ଶୁଣି ଆତ୍ମୀୟ ସ୍ୱଜନ ବନ୍ଧୁ ବାନ୍ଧବ ଭୟରେ ଦୂରେଇ ଯାଉଥିବା ସମୟରେ…