କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୋଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ କଣିହାଁ ସମଲ ରାସ୍ତାରେ ପୁରୁଣାବଲାଙ୍ଗୀ ଗ୍ରାମ ନିକଟରେ ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ । ମୃତକ ହେଲେ ଢେ଼ଙ୍କାନାଳ ଜିଲ୍ଲା ଆଖୁଆପାଳ ଅଞ୍ଚଳର ସାଗର ସାହୁ ବୋଲି ସୂଚନା ମିଳିଛି । ମୃତକଙ୍କ ବୟସ ୨୬ ହୋଇଥିବା ସମୟରେ ସେ ଡେରେଙ୍ଗ ଜିନ୍ଦଲ ରେ ଠିକା କର୍ମଚାରୀ ଭାବେ କାମ କରୁଥିଲେ ।
ସମଲ ପୁରୁଣାବଲାଙ୍ଗୀ ନିକଟରେ ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ !!!

