ମଠ ମନ୍ଦିର ସୁରକ୍ଷା ସଙ୍ଗଠନ ତରଫରୁ ସୁକିନ୍ଦା ରଥଦାଣ୍ଡ ସଫେଇ !!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ମଠ ମନ୍ଦିର ସୁରକ୍ଷା ସଙ୍ଗଠନ ତରଫରୁ ସୁକିନ୍ଦା ରଥଦାଣ୍ଡ ସଫେଇ . ସୁକିନ୍ଦା ଗଡ଼ର ଯୁବକ ମାନଙ୍କ ମିଳିତ ଉଦ୍ୟମରେ ଗଠିତ ହୋଇଥିବା ସୁକିନ୍ଦା ମଠ ମନ୍ଦିର ସୁରକ୍ଷା ସଙ୍ଗଠନ ତରଫରୁ ରବିବାର ସକାଳ ୬ ଘଟିକାରୁ ଦିବା ୧୧ ଘଟିକା ପର୍ଯ୍ୟନ୍ତ ସୁକିନ୍ଦା ରଥ ଦାଣ୍ଡ ସଫେଇ କାର୍ଯ୍ୟକ୍ରମ ହୋଇଥିବା ବେଳେ ସ୍ଥାନୀୟ ଯୁବକ ମାନଙ୍କର ଏପରି କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳରେ ମଠ ମନ୍ଦିର ସୁରକ୍ଷା ସଂଗଠନର ସମସ୍ତ ସଦସ୍ୟ ମାନଙ୍କୁ ବହୁ ସାଧୁବାଦ ମିଳିଛି । ସୂଚନା ଯୋଗ୍ୟ ବିଗତ ଦିନରେ ରଥଯାତ୍ରା ପୂର୍ବରୁ ମଧ୍ୟ ଅନୁଷ୍ଠାନର ସଦସ୍ୟ ମାନେ ରଥ ଦାଣ୍ଡ କୁ ସଫେଇ କରିଥିଲେ .

Leave a Reply

Your email address will not be published. Required fields are marked *