ଶ୍ରୀ ମହାଦେବ ଯୁବକ ସଂଘ ତରଫରୁ ୨୦ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ।

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକ ଅଧିନସ୍ଥ ଗିରିଙ୍ଗାମାଳି ମିନି ଷ୍ଟାଡିୟମ ଠାରେ ଶ୍ରୀ ଶ୍ରୀ ମହାଦେବ ଯୁବକ ସଂଘ ତରଫରୁ 20 ତମ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ସ୍ୱେଚ୍ଛାସେବୀ ଦୋଳଗୋବିନ୍ଦ ମହାନ୍ତ ଯୋଗ ଦେବା ସହିତ ସମ୍ମାନୀତ ଅତିଥି ଭାବେ ପରମେଶ୍ୱର ମହାନ୍ତ ଯୋଗଦେଇ ଦେଇ ଫୁଟବଲ ଖେଳର ଶୁଭ ଉଦଘାଟନ କରିବା ସହିତ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ . ଟୁର୍ଣ୍ଣାମେଣ୍ଟ ରେ ବିଜୟୀ ଦଳକୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *