ଭାପୁର ଅଞ୍ଚଳରେ ପ୍ରବଳ ବର୍ଷା : ଜନଜୀବନ ଅସ୍ତଵ୍ୟସ୍ତ l

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ସମୟରେ , ନୟାଗଡ ଜିଲ୍ଲା ଭାପୁର ଅଞ୍ଚଳରେ ଲଗାଣ ବର୍ଷା କାରଣରୁ ଜନ ଜୀବନ ଅସ୍ତଵ୍ୟସ୍ତ ହୋଇପଡିଛି . ଭାପୁର ବ୍ଲକ ଅନ୍ତର୍ଗତ କିଛି ଗ୍ରାମରେ ପ୍ରବଳ ବର୍ଷା କାରଣରୁ ଜଳ ବନ୍ଦୀ ର ଦୃଶ୍ୟ ଦେଖିବାକୁ ମିଳିଛି । ରାସ୍ତା ଘାଟ ଠାରୁ ଆରମ୍ଭ କରି ଗାଁ ଦାଣ୍ଡ ପର୍ଯ୍ୟନ୍ତ ପାଣି ଭର୍ତ୍ତି ହୋଇ ରହିଥିବାରୁ ଲୋକେ ବାହାରକୁ ବାହାରିବା କଷ୍ଟକର ହୋଇପଡିଛି .

Leave a Reply

Your email address will not be published. Required fields are marked *