ସୁକରଣ ଗ୍ରାମରେ ଗୋଷ୍ଠୀ ସଂଘର୍ଷ : ୫ ଗୁରୁତର ।

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ଆମ୍ପୋଳବା ଗ୍ରାମ ପଞ୍ଚାୟତ ଅଧିନସ୍ଥ ସୁକରଣ ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ସଂଘର୍ଷ . ପରସ୍ପରର ଆକ୍ରମଣରେ ଉଭୟ ପରିବାରର ଦିଲ୍ଲୀପ ମଲ୍ଲିକ, ସୀତା ମଲ୍ଲିକ, ପପୁ ମଲ୍ଲିକ, କାଳନ୍ଦୀ ମଲ୍ଲିକ, ସୁଶାନ୍ତ ମଲ୍ଲିକ ଗୁରୁତର ଆହତ ହୋଇ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ବେଳେ ଦୁଇ ପକ୍ଷଙ୍କ ତରଫରୁ ସୁକିନ୍ଦା ଥାନାରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *