ନିଶ୍ଚିତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ବିଭିନ୍ନ ଲୋକ କଲ୍ୟାଣକାରୀ ଯୋଜନା ର ଉଦଘାଟନ କଲେ ମନ୍ତ୍ରୀ ପ୍ରତାପ ଜେନା . ଗୋପାଳପୁର ପଞ୍ଚାୟତ ଝାଡ଼େଶ୍ୱରପୂର ଉଚ୍ଚ ବିଦ୍ୟାଳୟ କୁ ନୂତନ ମଡର୍ଣ୍ଣ ସ୍କୁଲ ଓ ସମ୍ପୂର୍ଣ ଡିଜିଟାଲ କରଣ ମାଧ୍ୟ୍ୟମରେ ଶିକ୍ଷାଦାନ ବ୍ୟବସ୍ଥାକୁ ମନ୍ତ୍ରୀ ପ୍ରତାପ ଜେନା ଉଦଘାଟନ କରିଛନ୍ତି . ସେହିପରି ଝାଡ଼େଶ୍ୱରପୁର ପଞ୍ଚାୟତ ରେ ଥିବା ମୁସଲିମ ବସ୍ତିରେ ଷ୍ଟ୍ରିଟ ଲାଇଟ କୁ ମନ୍ତ୍ରୀ ପ୍ରତାପ ଜେନା ଉଦଘାଟନ କରିଛନ୍ତି .
ବିଭିନ୍ନ ଲୋକ କଲ୍ୟାଣକାରୀ ଯୋଜନା ଉଦଘାଟନ କଲେ ମନ୍ତ୍ରୀ ପ୍ରତାପ ଜେନା !!!

