ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ୬୨ ତମ ପୋଲିସ ସହିଦ ଦିବସ ପାଳନ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲା ରିଜର୍ଭ ପୋଲିସ ମଇଦାନରେ ଆଜି ୬୨ତମ ପୋଲିସ ସହିଦ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କେ. ଶିବା ସୁବ୍ରମଣି ଯୋଗଦନ କରିଥିଲେ । ଜିଲ୍ଲାପାଳ ସରୋଜ କୁମାର ସେଠୀ ଙ୍କ ଉପସ୍ଥିତିରେ ସହିଦ ମାନଙ୍କୁ ଗାଡ ଅଫ ଅନର ଦିଆଯିବା ସହିତ ସେମାନଙ୍କର ବଳିଦାନ କୁ ସମ୍ମାନ ଜଣାଇବା ଉଦେଶ୍ୟରେ ସହିଦ ସ୍ତମ୍ବ ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମ ଅବସରରେ ପୋଲିସ କର୍ମଚାରୀ ମାନଙ୍କ ଦ୍ୱାରା ପ୍ୟାରେଡ଼ କରା ଯାଇଥିଲା ।

Leave a Reply

Your email address will not be published. Required fields are marked *