ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କଟିକଟା ପଞ୍ଚାୟତ ରାମରାଙ୍ଗ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା | ଅପରାହ୍ନ ସମୟରେ ଭାଗବତ ବେହେରା ନାମକ ଜଣେ ବୃଦ୍ଧ ନିଜ ବଗିଚାରେ ଘାସ ବାଛୁଥିବା ସମୟରେ ଅଚାନକ ଗୋଟେ ଦନ୍ତା ହାତୀ ଆସି ତାଙ୍କୁ ଆକ୍ରମଣ କରିଥିଲା | ଫଳରେ ବୃଦ୍ଧ ଜଣକ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ |
ହାତୀ ଆକ୍ରମଣରେ ବୃଦ୍ଧ ମୃତ !!!

