ଆମ ରିପୋଟରକଟକଜିଲ୍ଲା

ସର୍ବସାଧାରଣ ପରିଶ୍ରାଗାର ନିର୍ମାଣ ପାଇଁ ଦାବି କଲେ ସାମାଜିକ କର୍ମୀ ।

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସହରର ବିଭିନ୍ନ ସର୍ବସାଧାରଣ ସ୍ଥାନରେ ପରିଶ୍ରାଗାର ନିର୍ମାଣ ପାଇଁ ଦାବି କଲେ ଏଇତ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ବ୍ଲକରେ ବର୍ଷା ପ୍ରଭାବ : ଏକର ଏକର ଧାନ ଜମି ଜଳମଗ୍ନ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆଉ ଗୋଟିଏ ଲଘୁଚାପ ବଙ୍ଗୋପସାଗରରେ ସକ୍ରିୟ ରହିଛି । ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ…

ଆମ ରିପୋଟରକଟକଜିଲ୍ଲା

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଆନନ୍ଦ ଚନ୍ଦ୍ର ମହାନ୍ତିଙ୍କ ଶ୍ରାଦ୍ଧ ଉତ୍ସବ ପାଳନ ନେଇ ପ୍ରସ୍ତୁତି ।

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ମୌଜା ଉପକଣ୍ଠ ଅଗ୍ରଣୀ ସାମାଜିକ ସଙ୍ଗଠନ ଦୟାନିଧି ପ୍ରତିଭା ବିକାଶ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଅଞ୍ଚଳରେ ପରିବା ଦର ଆକାଶଛୁଆଁ : ଚିନ୍ତାରେ ଖାଉଟି !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଧର୍ମମାସ କାର୍ତ୍ତିକ ରେ ଅଧିକାଂଶ ଲୋକ ଆମିଷ ଖାଦ୍ୟ ବର୍ଜନ କରି ନିରାମିଷ ଖାଦ୍ୟ…