ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲା

କୋଭିଡ ଗାଇଡ଼ ଲାଇନ କୁ ଫୁ କରିଛନ୍ତି କଳାପଥର ଆଞ୍ଚଳିକ ମହାବିଦ୍ୟାଳୟ କର୍ତ୍ତୃପକ୍ଷ !!

କଳାପଥର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମସ୍ୟାରେ ବୁଡି ରହିଛି କଳାପଥର ଜୁନିୟର ମହାବିଦ୍ୟାଳୟ . ପ୍ରଶାସନିକ ତଦାରଖ ଅଭାବ ସାଙ୍ଗକୁ…

ଆମ ରିପୋଟରଜିଲ୍ଲାନୟାଗଡ

ଭାପୁର ବ୍ଲକ କର୍ମଚାରୀଙ୍କ କରୋନା ଟେଷ୍ଟ : ଜଣେ ପଜିଟିଭ ଚିହ୍ନଟ

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ଭାପୁର ବ୍କକ କାର୍ଯ୍ୟାଳୟରେ ବିଡ଼ିଓ ଙ୍କ ନିର୍ଦ୍ଦେଶରେ କାର୍ଯ୍ୟାଳୟର ୨୫ଜଣ କର୍ମଚାରୀଙ୍କ କରୋନା ପରୀକ୍ଷା…

ଅପରାଧଆମ ରିପୋଟରକଳାହାଣ୍ଡିଜିଲ୍ଲାମୁଖ୍ୟ ଖବରରାଜ୍ୟ

୧୦ ବର୍ଷ ଶିଶୁକୁ ନିର୍ମମ ଭାବେ ହତ୍ୟା : ପୁଲିସ କବଜାରେ ଅଭିଯୁକ୍ତ

କଳାହାଣ୍ଡି ( ଆୱାଜ ମିଡ଼ିଆ ) – ତୁଳସୀରମ ଛତ୍ରୀଆ : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଧିନ ଥୁଆମୂଳ ଭଟାଗୁଡା ଗ୍ରାମରେ ଘଟିଛି ଏକ…

ଆମ ରିପୋଟରକନ୍ଧମାଳଜିଲ୍ଲା

ବନ୍ଧୁକ ଦେଖାଇ ବଟି ଆଦାୟ ଅଭିଯୋଗରେ ଯୁବକ ଗିରଫ !

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଭ୍ରମରବାଡ଼ି ଅଞ୍ଚଳରେ ଜଣେ…

ଅପରାଧଆମ ରିପୋଟରଜିଲ୍ଲାବାଲେଶ୍ୱର

ଲାଞ୍ଚ କାରବାରର ଭିଡିଓ ସୋସାଲ ମିଡିଆରେ ଭାଇରାଲ !

ବାଲେଶ୍ଵର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ କାର୍ଯ୍ୟାଳୟରେ ଲାଞ୍ଚ ଦେଣନେଣର ଭିଡିଓ ସୋସାଲ ମିଡିଆରେ ଭାଇରାଲ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଢେଙ୍କାନାଳ ଜିଲ୍ଲାର କୋଭିଡ ପରିଚାଳନା ବ୍ୟବସ୍ଥା ଓ ସ୍ଥିତି ସମୀକ୍ଷା

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଜିଲ୍ଲା କାର୍ଯ୍ୟଳୟସ୍ଥ ସଦ୍ଭାବନା ହଲଠାରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ଜିଲ୍ଲାର କୋଭିଡ…

ଆମ ରିପୋଟରକଟକଜିଲ୍ଲା

ଆଉ ନାହଁ।ନ୍ତି ପୂଜ୍ୟ ଲକ୍ଷ୍ମୀଧର ପାତ୍ର

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର ଉପକଣ୍ଠ କନ୍ଦରପୁର ପଞ୍ଚାୟତ ବମ୍ବୁରି ଗ୍ରାମର ବିଶିଷ୍ଟ ସମାଜସେବୀ, ଧର୍ମପରାୟଣ ବ୍ୟକ୍ତିତ୍ଵ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଜନ ଶିକ୍ଷଣ ସଂସ୍ଥାନ ତରଫରୁ ସାନିଟାରୀ ନାପକିନ ବଣ୍ଟନ !

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଜନ ଶିକ୍ଷଣ ସଂସ୍ଥାନ ତରଫରୁ ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ସୁଆଖାଇ କାଟେଣୀ ଗ୍ରାମ…