ଆମ ରିପୋଟରଗଜପତିଜିଲ୍ଲା

ବାରଘର ଲୋକଙ୍କର ଜୀବିକା ପାଇଁ ଗଜପତି ପ୍ରଶାସନର ଅହରହ ଉଦ୍ୟମ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ତିତିଲି ବାତ୍ୟାରେ ରାୟଗଡ ବ୍ଳକର ଗଙ୍ଗା ବାଡ଼ ପଞ୍ଚାୟତର ବାରଘର ଗ୍ରାମ ଅଧିକା କ୍ଷତିଗ୍ରସ୍ତ…

ଆମ ରିପୋଟରକଟକଜିଲ୍ଲା

ନିଶ୍ଚିନ୍ତକୋଇଲି ଫୋଗଳ ଅଞ୍ଚଳରେ ବଣୁଆ ହାତୀ ଆତଙ୍କ !!!

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଫୋଗଳ ଅଞ୍ଚଳରେ ବଣୁଆ ହାତୀ ଆତଙ୍କ । ଏ…

ଆମ ରିପୋଟରକଟକଜିଲ୍ଲାରାଜ୍ୟ

ଅଧିକାରୀ – ଜବରଦଖଲକାରୀ ମଧୁ ଚନ୍ଦ୍ରିକା : ସରକାର ହରାଉଛନ୍ତି ରାଜସ୍ୱ !!!

ସିଏମସି କମିଶନରଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇଲା ସୂଚନା ଅଧିକାର ଅଭିଯାନ ସମିତି କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ଅଧିକାରୀ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ବଜରଙ୍ଗ ଦଳ ତରଫରୁ ଜିଲ୍ଲାପାଳଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ବାଂଲାଦେଶ ର ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରକୁ ବିରୋଧ କରି ବଜରଙ୍ଗ ଦଳ ତରଫରୁ ଜିଲ୍ଲାପାଳଙ୍କ…

ଆମ ରିପୋଟରକଟକଜିଲ୍ଲା

ପରମ୍ପରାଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପ୍ରତିଭା ସମ୍ବର୍ଦ୍ଧନା !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତ ଦୁଲଣାପୁର ଗ୍ରାମରେ ଖୁଦୁରୁକୁଣୀ ପୂଜା କମିଟି ଦୋଳମଣ୍ଡପ ସାହି…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ଼ ଗସ୍ତ ରେ ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଶାନ୍ତନୁ ପାଣି !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଶାନ୍ତନୁ ପାଣି ଏବଂ ମହିଳା ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଝରଣା ପାଣି…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ସହିଦ କୃତିବାସ ଭବନ ଠାରେ ଟୀକାକରଣ କରାଉଥିବା କର୍ମଚାରୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ।।

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଦେଶରେ କୋଭିଡ଼୧୯ ର ଶହେ କୋଟି ଡୋଜ୍ ଟିକାକରଣ ମାଇଲଖୁଣ୍ଟ ପାର ହେବା ପରେ…

ଆମ ରିପୋଟରକନ୍ଧମାଳଜିଲ୍ଲା

ଜଡିବୁଟି ଔଷଧ ଯୋଗାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ: ଜଣେ ଅଟକ , ଟାଟା ସୁମୋ ଗାଡି ଜବତ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଆପଣ କୌଣସି ରୋଗରେ ପିଡିତ ହୋଇଛନ୍ତି କି ? ଆଉ ଏଥିରୁ ଭଲ…

ଆମ ରିପୋଟରକଟକଜିଲ୍ଲା

ଶହେ କୋଟି ଡୋଜ୍ ମାଇଲଖୁଣ୍ଟ ପାର୍ : କନ୍ଦରପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖୁସିର ଲହରୀ !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଦେଶରେ କୋଭିଡ଼ ୧୯ ର ଶହେ କୋଟି ଡୋଜ୍ ଟିକାକରଣ ମାଇଲଖୁଣ୍ଟ ପାର…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ମୃତ ଦେହ ଉଦ୍ଧାର !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ନାଚୁଣୀ ଫାଣ୍ଡି ଅନ୍ତର୍ଗତ ଜଙ୍ଗଲକୁଦା ନିକଟରେ…