ଟିକେଟ ନମିଳିବାରୁ ଛାଡିଲେ ଦଳ : ସ୍ୱାଧୀନ ଭାବରେ ନାମାଙ୍କନ ଦାଖଲ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ୩୦ ବର୍ଷ ର ସମ୍ପର୍କ କୁ ଛିନ୍ନ କଲେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ନୁଆଗାଁ ବିଜେପି ବ୍ଲକ ସଭାପତି ପ୍ରଫୁଲ୍ଲ କୁମାର ଦାସ । ତାଙ୍କ ବୋହୂ ଙ୍କୁ ୧୭ ନମ୍ବର ଜୋନରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିବା ବିଜେପି ପକ୍ଷରୁ ପ୍ରତିଶ୍ରୁତି ପାଇବା ପରେ ଆବଶ୍ୟକୀୟ ଦସ୍ତାବିଜ ପ୍ରସ୍ତୁତ କରିଥିଲେ । କିନ୍ତୁ ଶେଷ ମୁହୁର୍ତ୍ତ ରେ ତାଙ୍କୁ ଟିକେଟ ଦେବା ପାଇଁ ମନା କରାଯାଇଥିଲା । ବିଜେପି ନେତୃବୃନ୍ଦ ଙ୍କ ଏଭଳି କାର୍ଯ୍ୟରେ ହତୋତ୍ସାହିତ ହୋଇ ବିଜେପି ଦଳ ପରିତ୍ୟାଗ କରି ନିଜ ବୋହୂ ଲୋପାମୁଦ୍ରା ଦାସ ଙ୍କୁ ୧୭ ଜିଲ୍ଲା ପରିଷଦ ଜୋନ ରୁ ସ୍ୱାଧୀନ ଭାବେ ପାର୍ଥୀପତ୍ର ଦାଖଲ କରିଛନ୍ତି ।

Leave a Reply

Your email address will not be published. Required fields are marked *