ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ସରିଲା ନାମାଙ୍କନ ପତ୍ର ଦାଖଲ : ଅନୁଗୁଳ ଜିଲ୍ଲାରେ ଲଢେଇ ହେବ ତ୍ରିମୁଖୀ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚୟତ ନିର୍ବାଚନ ପାଇଁ ଚତୁର୍ଥ ଦିନରେ ୨୦୧୩ ଜଣ ପ୍ରାର୍ଥିଙ୍କ…

ଆମ ରିପୋଟରଜିଲ୍ଲାନୟାଗଡ

ଟିକେଟ ନମିଳିବାରୁ ଛାଡିଲେ ଦଳ : ସ୍ୱାଧୀନ ଭାବରେ ନାମାଙ୍କନ ଦାଖଲ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ୩୦ ବର୍ଷ ର ସମ୍ପର୍କ କୁ ଛିନ୍ନ କଲେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର…

ଅପରାଧଆମ ରିପୋଟରଜିଲ୍ଲାରାୟଗଡା

ଅବକାରୀ ବିଭାଗର ଚଢ଼ାଉ : ବିପୁଳ ଚୋରା ମଦ ଜବତ ,୫ ଅଭିଯୁକ୍ତ ଗିରଫ !!!

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡ଼ା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ନିର୍ଦ୍ଦେଶରେ ଅବକାରୀ ଅଧିକ୍ଷକ ରାୟଗଡ଼ ଶ୍ରୀମତୀ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

କଂଗ୍ରେସ ଦଳରୁ ଇସ୍ତଫା ପ୍ରଦାନ କଲେ ବରିଷ୍ଠ ଆଇନଜୀବି ତଥା ଅନୁଗୁଳ ପୂର୍ବତନ ନଗର କଂଗ୍ରେସ ସଭାପତି ଦିଲୀପ ଦାସ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ସାମ୍ବାଦିକ ସମ୍ମିଳନୀ ଡ଼ାକି କଂଗ୍ରେସ ଦଳରୁ ନିଜର ଇସ୍ତଫା ପ୍ରଦାନ କଲେ ବରିଷ୍ଠ ଆଇନଜୀବି…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ନାବାଳିକା ଦୁଷ୍କର୍ମ ମାମଲାରେ ଜଣକୁ ୧୦ ବର୍ଷ ଜେଲ ସହ ୫୦ ହଜାର ଟଙ୍କା ଜରିମାନା !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଵତନ୍ତ୍ର କୋର୍ଟ ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଏକ…

Breaking newsଆମ ରିପୋଟରକଟକଜିଲ୍ଲାମୁଖ୍ୟ ଖବରରାଜନୀତିରାଜ୍ୟ

ମହଙ୍ଗା ପଡିଲା ଗଣମାଧ୍ୟମକୁ ଗାଳି ଧମକ : ପଦବୀ ଯାଇଥିଲା , ଏବେ ଟିକେଟ ବି ମିଳିଲାନି !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ସତ୍ୟବ୍ରତ ଦାଶ : କଥାରେ ଅଛି କ୍ଷୀର ଉତୁରିଲେ ଚୁଲିକି ଯାଏ . ପଦବୀର ଅହଙ୍କାର , ରାଜନୈତିକ…

ଆମ ରିପୋଟରଜଗତସିଂହପୁରଜିଲ୍ଲାରାଜ୍ୟ

ଜେଏସଡବ୍ଲୁ ପ୍ରକଳ୍ପ ପାଇଁ ପ୍ରତିବନ୍ଧକ ହଟିଲା : ଢ଼ିଙ୍କିଆ ଗାଁରେ ଜୋରରେ ଚାଲିଛି ପାନବରଜ ମାପଚୁପ ଓ ଭଙ୍ଗା କାର୍ଯ୍ୟ !!!

ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନିଲ କୁମାର ଲେଙ୍କା : ଜଗତସିଂହପୁର ଜିଲ୍ଲାର ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ, ନୂଆଗାଁ ଏବଂ ଗଡ଼କୁଜଙ୍ଗ ପଞ୍ଚାୟତରେ…