ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ ଜିଲ୍ଲାରେ ଧାନକିଣା ପାଇଁ ଖୋଲୁନି ମଣ୍ଡି !!!

କୃଷିମନ୍ତ୍ରୀ ଭୋଟ ଗୋଟେଇବାରେ ବ୍ୟସ୍ତ :କଂଗ୍ରେସ ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜିଲ୍ଲାରେ ଚଳିତ ବର୍ଷ ଧାନକିଣା ନେଇ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଟାଙ୍ଗୀ ରେ ଦନ୍ତା ହାତୀ ଆକ୍ରମଣରେ ଫରେଷ୍ଟ ଅଫିସର ଗୁରୁତର !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଦନ୍ତା ଆକ୍ରମଣରେ ଜଣେ ଫରେଷ୍ଟର ଗୁରୁତର । ତାଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ଟାଙ୍ଗୀ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଚଳିତ ମାସ ୨୩ ତାରିଖରୁ ୩ ଦିନ ଧରି ଚାଲିବ ପଲସ୍ ପୋଲିଓ ଟୀକା କରଣ ଅଭିଯାନ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲାରେ ଚଳିତ ମାସ ୨୩ ତାରିଖରୁ ୩ ଦିନ ଧରି ପଲସ୍ ପୋଲିଓ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁରରେ ସ୍ଵାମୀ ବିବେକାନନ୍ଦଙ୍କ ୧୫୯ ତମ ଜୟନ୍ତୀ ପାଳିତ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ନୂତନ ଭାବେ ଗଢି ଉଠିଥିବା ସ୍ଵାମୀ ବିବେକାନନ୍ଦ…

ଆମ ରିପୋଟରକନ୍ଧମାଳଜିଲ୍ଲା

କୋର୍ଟ ପରିସର କୁ କୋଭିଡ ଗାଇଡ଼ ଲାଇନରେ ଅନ୍ତର୍ଭୁକ୍ତ କରିବା ପାଇଁ କାର୍ଯ୍ୟକାରୀ କମିଟି ର ବୈଠକ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳରେ ଦିନକୁ ଦିନ କରୋନା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ରାମେଶ୍ୱର ଛକରୁ ଗଞ୍ଜେଇ ଜବତ : ଅଭିଯୁକ୍ତ କୁ ଗିରଫ କଲା ଟାଙ୍ଗୀ ଅବକାରୀ ବିଭାଗ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗଞ୍ଜେଇ ଚୋରା ଚାଲାଣ କରିବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଖୋର୍ଦ୍ଧା…

ଆମ ରିପୋଟରଜିଲ୍ଲାନୟାଗଡ

ଘୁଡୁକାବାରି ଗ୍ରାମରେ ମାଘପୋଡା ପର୍ବ ପାଳିତ !!!

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ କାପ୍ତାପଲ୍ଲୀ ପଞ୍ଚାୟତ ର ଘୁଡୁକାବାରି ଗ୍ରାମରେ ମାଘପୋଡା…

ଆମ ରିପୋଟରଜିଲ୍ଲାଯାଜପୁରରାଜ୍ୟ

ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଅବମାନନା କରି ତହସିଲଦାର ଭାଙ୍ଗିଲେ ଅସହାୟ ବୃଦ୍ଧଙ୍କ ଘର !!!

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ତହସିଲଦାରଙ୍କୁ ଗୁହାରୀ ଜଣେଇଲି । ଏଡିଏମ ସାରଙ୍କ ପାଖରେ ନେହୁରା ହେଲି । କେହି…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ତାଳଚେର ବସଷ୍ଟାଣ୍ଡ ନିକଟରେ ସଡ଼କ ଦୁର୍ଘଟଣା !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ତାଳଚେର ବସଷ୍ଟାଣ୍ଡ ନିକଟରେ ମଙ୍ଗବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…