ଆମ ରିପୋଟରକଟକଜିଲ୍ଲା

୪୨ ମୌଜା ଦାଧିବାମନପୁର ପଞ୍ଚାୟତ ରେ ସରପଞ୍ଚ ପଦବୀ ପାଇଁ ଲଢ଼ିବେ ଇତିଶ୍ରୀ ମହାନ୍ତି !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ଦାଧିବାମନପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ପଦବୀ ପାଇଁ…

ଆମ ରିପୋଟରକଟକଜିଲ୍ଲା

ଏକତା ଦେଖାଇଲେ ନୂଆଗାଁ ପଞ୍ଚାୟତବାସୀ : ସମସ୍ତ ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଏକତା ଏବଂ ଭାଇଚାରା ର ନିଦର୍ଶନ ଦେଖାଇଲେ ନୂଆଗାଁ ପଞ୍ଚାୟତ ବାସିନ୍ଦା . ଗ୍ରାମ…

ଆମ ରିପୋଟରକଟକଜିଲ୍ଲା

ଶୁକଭୋଇ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ପର୍ଶୁରାମପୁର ରେ ଧାନ ମଣ୍ଡି ଶୁଭାରମ୍ଭ !!!

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ବାଙ୍କୀ ବ୍ଲକ କଳାପଥର ପଞ୍ଚାୟତ ପର୍ଶୁରାମପୁର ଗ୍ରାମରେ ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ଆରମ୍ଭ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ରାସ୍ତା ଅବରୋଧ କଲେ ବାଣପୁର ଏନଏସି ର ସଫେଇ କର୍ମଚାରୀ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି…

ଅପରାଧଆମ ରିପୋଟରକଟକଜିଲ୍ଲାମୁଖ୍ୟ ଖବରରାଜନୀତିରାଜ୍ୟ

ଜାରି ହେଲା ଅଘୋଷିତ ଫତୱା : ପ୍ରାର୍ଥୀପତ୍ର ପ୍ରତ୍ୟାହାର ନକଲେ ଘରେ ପଶିବ ଭିଜିଲାନସ !!!

!!! କୁସୁପଙ୍ଗି ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ଗୋଟିଏ ଦଳରୁ ହୋଇଛି ସମାନ୍ତରାଳ ପ୍ରାର୍ଥୀପତ୍ର ଦାଖଲ !!! ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ସରିଲା ନାମାଙ୍କନ ପତ୍ର ଦାଖଲ : ଅନୁଗୁଳ ଜିଲ୍ଲାରେ ଲଢେଇ ହେବ ତ୍ରିମୁଖୀ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚୟତ ନିର୍ବାଚନ ପାଇଁ ଚତୁର୍ଥ ଦିନରେ ୨୦୧୩ ଜଣ ପ୍ରାର୍ଥିଙ୍କ…

ଆମ ରିପୋଟରଜିଲ୍ଲାନୟାଗଡ

ଟିକେଟ ନମିଳିବାରୁ ଛାଡିଲେ ଦଳ : ସ୍ୱାଧୀନ ଭାବରେ ନାମାଙ୍କନ ଦାଖଲ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ୩୦ ବର୍ଷ ର ସମ୍ପର୍କ କୁ ଛିନ୍ନ କଲେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର…

ଅପରାଧଆମ ରିପୋଟରଜିଲ୍ଲାରାୟଗଡା

ଅବକାରୀ ବିଭାଗର ଚଢ଼ାଉ : ବିପୁଳ ଚୋରା ମଦ ଜବତ ,୫ ଅଭିଯୁକ୍ତ ଗିରଫ !!!

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡ଼ା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ନିର୍ଦ୍ଦେଶରେ ଅବକାରୀ ଅଧିକ୍ଷକ ରାୟଗଡ଼ ଶ୍ରୀମତୀ…