ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

କଂଗ୍ରେସ ଦଳରୁ ଇସ୍ତଫା ପ୍ରଦାନ କଲେ ବରିଷ୍ଠ ଆଇନଜୀବି ତଥା ଅନୁଗୁଳ ପୂର୍ବତନ ନଗର କଂଗ୍ରେସ ସଭାପତି ଦିଲୀପ ଦାସ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ସାମ୍ବାଦିକ ସମ୍ମିଳନୀ ଡ଼ାକି କଂଗ୍ରେସ ଦଳରୁ ନିଜର ଇସ୍ତଫା ପ୍ରଦାନ କଲେ ବରିଷ୍ଠ ଆଇନଜୀବି…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ନାବାଳିକା ଦୁଷ୍କର୍ମ ମାମଲାରେ ଜଣକୁ ୧୦ ବର୍ଷ ଜେଲ ସହ ୫୦ ହଜାର ଟଙ୍କା ଜରିମାନା !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଵତନ୍ତ୍ର କୋର୍ଟ ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଏକ…

Breaking newsଆମ ରିପୋଟରକଟକଜିଲ୍ଲାମୁଖ୍ୟ ଖବରରାଜନୀତିରାଜ୍ୟ

ମହଙ୍ଗା ପଡିଲା ଗଣମାଧ୍ୟମକୁ ଗାଳି ଧମକ : ପଦବୀ ଯାଇଥିଲା , ଏବେ ଟିକେଟ ବି ମିଳିଲାନି !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ସତ୍ୟବ୍ରତ ଦାଶ : କଥାରେ ଅଛି କ୍ଷୀର ଉତୁରିଲେ ଚୁଲିକି ଯାଏ . ପଦବୀର ଅହଙ୍କାର , ରାଜନୈତିକ…

ଆମ ରିପୋଟରଜଗତସିଂହପୁରଜିଲ୍ଲାରାଜ୍ୟ

ଜେଏସଡବ୍ଲୁ ପ୍ରକଳ୍ପ ପାଇଁ ପ୍ରତିବନ୍ଧକ ହଟିଲା : ଢ଼ିଙ୍କିଆ ଗାଁରେ ଜୋରରେ ଚାଲିଛି ପାନବରଜ ମାପଚୁପ ଓ ଭଙ୍ଗା କାର୍ଯ୍ୟ !!!

ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନିଲ କୁମାର ଲେଙ୍କା : ଜଗତସିଂହପୁର ଜିଲ୍ଲାର ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ, ନୂଆଗାଁ ଏବଂ ଗଡ଼କୁଜଙ୍ଗ ପଞ୍ଚାୟତରେ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

୧୫ ରୁ ୧୮ ବର୍ଷ ବୟସର ଛାତ୍ରଛାତ୍ରୀ ମାନଙ୍କୁ ଟୀକା କାରଣ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ମହାବିଦ୍ୟାଳୟ ପରିସରରେ ୧୫ ରୁ ୧୮ ବର୍ଷ ବୟସର ଛାତ୍ରଛାତ୍ରୀ ମାନଙ୍କୁ କରୋନା…

ଆମ ରିପୋଟରଜିଲ୍ଲାନୟାଗଡ

କଂଗ୍ରେସ ପକ୍ଷରୁ ନୟାଗଡ ବ୍ଲକର ବିଭିନ୍ନ ଜୋନ ପାଇଁ ପ୍ରାର୍ଥୀପତ୍ର ଦାଖଲ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଆଜି ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ନୟାଗଡ ବ୍ଲକର…

ଆମ ରିପୋଟରକଟକଜିଲ୍ଲା

ବାଙ୍କୀ ର ବିଭିନ୍ନ ଜୋନ ପାଇଁ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ପଞ୍ଚାୟତ ନିର୍ବାଚନକୁ ନେଇ ବାଙ୍କୀ ରାଜନୀତି ବେଶ ସରଗରମ ଥିବା ସମୟରେ କୋମାରେ ରହିଛି…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଅଞ୍ଚଳରେ ଧାନ ମଣ୍ଡିରେ ଧାନ ବିକ୍ରି କୁ ନେଇ ରାସ୍ତା ମଝିରେ ଗଣଧାରଣା ଦେଲେ ଶତାଧିକ ଚାଷୀ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସମଗ୍ର ରାଜ୍ୟରେ ଧାନ ମଣ୍ଡି ଖୋଲିବା ଏବଂ ଧାନ ବିକ୍ରିକୁ ନେଇ ଦେଖାଯାଉଛି ଚାଷୀ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଅବକାରୀ ବିଭାଗର ବଡ଼ ସଫଳତା : ଟ୍ରକ ଭର୍ତ୍ତି ଆସ୍କା-୪୦ ଜବତ !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ଜଙ୍ଗଲ ମଧ୍ୟରୁ ଚଢ଼ାଉ…