ଅଲବିଦା ଲତା ତାଇ !!!

Spread the love

ସମଗ୍ର ଦେଶ ସ୍ତବ୍ଧ , ଭାରତ ରତ୍ନ ଲତା ମଙ୍ଗେସକର ଆଉ ନାହାନ୍ତି . ଏ ଖବର ଶୁଣିବା ପରେ ସମସ୍ତେ ଶୋକଗ୍ରସ୍ତ . ଦୀର୍ଘ ଦିନ ଧରି ଅସୁସ୍ଥ ଥାଇ ଚିକିତ୍ସିତ ହେଉଥିବା କଣ୍ଠ ଶିଳ୍ପୀ ଲତା ମଙ୍ଗେସକର ଙ୍କର ୯୩ ବର୍ଷ ବୟସରେ ପରଲୋକ ଘଟିଛି . ସଙ୍ଗୀତ ଜଗତରେ କୋକିଳ କଣ୍ଠୀ ଭାବରେ ପରିଚିତ ଲତା ଜୀ ଙ୍କର ନିଧନରେ ଦୁଇ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା କର ଯାଇଥିବା ସମୟରେ ସଂପୂର୍ଣ୍ଣ ଭାବରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷକୃତ୍ୟ ସମ୍ପନ୍ନ ହେବ .

Leave a Reply

Your email address will not be published. Required fields are marked *