ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ର ସଭାଗୃହ ରେ ନବ ନିର୍ବାଚିତ ସମିତି ସଭ୍ୟ ସଭ୍ୟା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି . ଏହି ବୈଠକରେ ବ୍ଲକ ଅଧ୍ୟକ୍ଷ ଭି.ରାଜୁ ଓ ଜିଲ୍ଲା ପରିଷଦ ସଭ୍ୟ। ପ୍ରମୁଖ ମଞ୍ଚାସୀନ ଥିଲେ । ପଞ୍ଚୟତର।ଜ ବିଭାଗ ର ନିୟମ କାନୁନ ଏବଂ ଆଇନ ସହିତ ବିଭିନ୍ନ ଜନହିତକର ଯୋଜନା ଉପରେ ଆଲୋଚନା ହୋଇଥିଲା ।
ଗୋଶାଣୀ ବ୍ଳକ ର ନବ ନିର୍ବାଚିତ ସମିତି ସଭ୍ୟ ସଭ୍ୟା ଙ୍କୁ ନେଇ ବୈଠକ !!!

