ଅପରାଧଆମ ରିପୋଟରକଟକଜିଲ୍ଲାଯାଜପୁରରାଜ୍ୟ

ବିଧବା ନିରାଶ୍ରୟ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କୋର୍ଟ ଚାଲାଣ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ମଙ୍ଗଳପୁର ଅଞ୍ଚଳରେ ବିଧବା ନିରାଶ୍ରୟ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି…

ଆମ ରିପୋଟରଗଜପତିଜିଲ୍ଲା

ନିରାମୟ ଯୋଜନାରେ ମିଳୁନି ଔଷଧ : ରୋଗୀ ଅର୍ଥ ଖର୍ଚ୍ଚ କରି ବାହାରୁ କିଣୁଛନ୍ତି ଔଷଧ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ଚିକିତ୍ସାଳୟ ପରିସରରେ ନିରାମୟ ଔଷଧ ବିତରଣ କେନ୍ଦ୍ର ବିନା…

ଆମ ରିପୋଟରଗଜପତିଜିଲ୍ଲା

ଅନଲାଇନ ବଦଳରେ ରସିଦ ଜରିଆରେ ଟିକସ ଆଦାୟ କରିବାକୁ ଦାବି !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଚାଷୀଙ୍କ ଜମିର ଖଜଣା ବାନ୍ଧିବା ସକାଶେ ଅନଲାଇନ ବଦଳରେ ରସିଦ ଜରିଆରେ ଟିକସ ଆଦାୟ…

ଅପରାଧଆମ ରିପୋଟରକଟକଜିଲ୍ଲାରାଜ୍ୟ

ମଦୁଆଙ୍କ ଆଡା ସାଜିଛି ପ୍ରାଥମିକ ମଡେଲ ସ୍କୁଲ !!!

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ଦଧିବାମନ ଜୀଉ ପ୍ରାଥମିକ ବିଦ୍ୟାଳୟ ରେ ଦେଖିବାକୁ…

ଆମ ରିପୋଟରକନ୍ଧମାଳଜିଲ୍ଲା

ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଯାତ୍ରୀବାହୀ ବସ : ୧୫ ରୁ ଉର୍ଦ୍ଧ୍ଵ ଯାତ୍ରୀ ଆହତ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଋତୁଙ୍ଗିଆ ପଞ୍ଚାୟତ ନିକଟସ୍ଥ ଗଣ୍ଡମୁଣ୍ଡା ଘାଟିର…

ଆମ ରିପୋଟରକନ୍ଧମାଳଜିଲ୍ଲା

ସଟ୍‌ ସର୍କିଟରେ ନିଆଁ ଲାଗି ବହୁ ଜିନିଷ ପୋଡି ନଷ୍ଟ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୂଜାରୀ ସାହିରେ ପ୍ରଫୁଲ ଦାଶ ଙ୍କ ଘରେ ଭଡା…

ଅପରାଧଆମ ରିପୋଟରଗଂଜାମଜିଲ୍ଲାନୟାଗଡ

ବୋଲେରୋ-ବାଇକ ମୁଁହାମୁଁହି ଧକ୍କା : ଯୁବକଙ୍କ ମୃତ୍ୟୁ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବୋଲେରୋ – ବାଇକ ମୁଁହାମୁଁହି ଧକ୍କା , ଦୁର୍ଘଟଣାରେ ଯୁବକ ଙ୍କ ମୃତ୍ୟୁ .…

ଆମ ରିପୋଟରକନ୍ଧମାଳଜିଲ୍ଲା

ଖଜୁରୀପଡ଼ା ଠାରେ ଡାକ ମେଳା ଅନୁଷ୍ଠିତ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଡାକମଣ୍ଡଳ ତରଫରୁ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଖଜୁରୀପଡ଼ା ବ୍ଲକ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଚିଲିକା ହରିପୁର ଗ୍ରାମ୍ୟ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମ୍ୟ ଜଙ୍ଗଲରେ ଆଜି ଦିନ ୧୧ଟା…

ଆମ ରିପୋଟରକନ୍ଧମାଳଜିଲ୍ଲା

ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା ସମ୍ପର୍କୀତ ସଚେତନତା କର୍ମଶାଳା ଅନୁଷ୍ଠିତ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଫୁଲବାଣୀ ସ୍ଥିତ ଆଇଟିଡିଏ ସଭା…