କୁଆଡ଼େ ଗଲେ ଆସିକାର ପୂର୍ବତନ ବିଧାୟକ ???

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଆସ୍କାର ପୂର୍ବତନ ବିଧାୟକ ସରୋଜ ପାଢ଼ୀଙ୍କୁ ଖୋଜା ଚାଲିଛି . ଗତ ୧୨ ତାରିଖରୁ ନିଖୋଜ ନେଇ କ୍ୟାପିଟାଲ ଥାନାରେ ଏତଲା ହୋଇଛି . ସମ୍ପର୍କୀୟ ମାନଙ୍କୁ ପଚରାଉଚରା କରି ତଥ୍ୟ ସଂଗ୍ରହ କରାଯାଉଥିବା ପ୍ରକାଶ କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ . ଆପାର୍ଟମେଣ୍ଟରେ ରହୁଥିଲେ ଆସିକାର ପୂର୍ବତନ ବିଧାୟକ ସରୋଜ ପାଢୀ । ୪୮ ଘଣ୍ଟା ପରେ ବି ମିଳୁନ ପତ୍ତା । ସକାଳେ କ୍ୱାର୍ଟରରୁ ବାହାରି ଆଉ ଘରକୁ ଫେରିନାହାନ୍ତି ପୂର୍ବତନ ବିଧାୟକ .

Leave a Reply

Your email address will not be published. Required fields are marked *