ପର୍ଯ୍ୟଟନ ବିଭାଗ ଓ ଠିକାଦାର ମଧୁଚନ୍ଦ୍ରିକା : ନିମ୍ନ ମାନର କାର୍ଯ୍ୟ ଯୋଗୁଁ ସାଧାରଣରେ ଅସନ୍ତୋଷ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫ ଟି ଯୋଜନାରେ ସାମିଲ କରାଯାଇ ବେଗୁନିଆ ବ୍ଲକ ବାଘମାରୀ ବ୍ଲକ ଅନ୍ତର୍ଗତ ଅଟ୍ରି ସ୍ଥିତ ପ୍ରସବଣ ପରିସର ସମେତ ମୁଖ୍ୟ ରାସ୍ତାର ପାର୍ଶ୍ୱକୁ ଟାଇଲ ଲଗାଯାଇଛି । ଏହି ଟାଇଲ ଗୁଡିକ ଉଠିଯାଇ ନଷ୍ଟ ହୋଇ ଏଣେ ତେଣେ ପଡି ରହିଛି । ସରକାର ଉନ୍ନତି ମୂଳକ କାର୍ଯ୍ୟ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପର୍ଯ୍ୟଟନ ସ୍ଥଳୀ କାର୍ଯ୍ୟ ଏତେ ନିମ୍ନ ମାନର କାମ ଯୋଗୁଁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *