ସମଲ ଥାନାରେ ନୂତନ ଆଇଆଇସି ଭାବେ ଯୋଗଦେଲେ ଯାଜ୍ଞସେନୀ ପ୍ରଧାନ !!!

Spread the love

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୋଳ ଜିଲ୍ଲା ସମଲ ଥାନାରେ ନୂତନ ଆଇଆଇସି ଭାବେ ଯୋଗ ଦେଇଛନ୍ତି ଯାଜ୍ଞସେନୀ ପ୍ରଧାନ । ପୂର୍ବରୁ ଶ୍ରୀମତୀ ପ୍ରଧାନ ଏଫସିଆଇ ବିକ୍ରମପୁର ଥାନାରେ ଥାନାଧିକାରୀ ଭାବରେ ଦାୟିତ୍ଵ ତୁଲାଇଛନ୍ତି । ସମଲ ଥାନାରେ କାର୍ଯ୍ୟରତ ଆଇଆଇସି ଲବ ବୋଡାଙ୍କ କିଶୋରନଗର ଥାନାକୁ ବଦଳି ହୋଇଛି । ଶ୍ରୀ ବୋଡାଙ୍କ ଠାରୁ ଶ୍ରୀମତୀ ପ୍ରଧାନ ଦାୟିତ୍ଵ ଗ୍ରହଣ କରିଛନ୍ତି ।

 

Leave a Reply

Your email address will not be published. Required fields are marked *