ପୁରୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରଥଯାତ୍ରା ସମୟରେ ବିଭିନ୍ନ ରାଜ୍ୟରୁ ପୁରୀ ଆସୁଥିବା ଭକ୍ତ ମାନଙ୍କୁ ୟୁଥ ଫର ଆକ୍ସନ ସଂଗଠନ ତରଫରୁ ପ୍ରସାଦ ବାଣ୍ଟିବା ସହ ସମସ୍ତଙ୍କୁ ପାଣି ବୋତଲ, ଓଆରଏସ ପ୍ରଦାନ କରାଯାଇଥିଲା .ଏଥିରେ ୟୁଥ ଫର ଆକ୍ସନ ର ରାଜ୍ୟ ସଂଯୋଜକ ଦେବାଶିଷ ନାୟକ, ଛାତ୍ର ସଂଯୋଜକ ରିତେଶ ବାରିକ, ଖୋର୍ଦ୍ଧା ସଭାପତି ପ୍ରଶାନ୍ତ ପ୍ରଧାନ, ଜଟଣୀ ସଭାପତି ଲିଟୁ ରାଉତରାୟ , ଇଷ୍ଟ ଜୋନ ସଭାପତି ସରୋଜ ବେହେରା, ବାଙ୍କୀ ସଭାପତି ବିଶ୍ୱଜିତ ବିଶ୍ୱାଳ, ରାଜ୍ୟ ସମ୍ପାଦକ ଦେବାଶିଷ ଚମ୍ପତିରାୟ, ରାଜ୍ୟ ଗୋସେବା ସଂଯୋଜକ ଆଶିଷ କୁମାର ପାତ୍ର, ପୂର୍ବ ଜୋନ ର ସମ୍ପାଦକ ତପନ କୁମାର ସ୍ୱାଇଁ, ସମର୍ପଣ ଓଝା, ଜ୍ୟୋତି ରଞ୍ଜନ ପଣ୍ଡା, ଗଜେନ୍ଦ୍ର ଦଳବେହେରା ଏବଂ ବିଭିନ୍ନ ଜିଲ୍ଲା ରୁ ପ୍ରାୟ ଦୁଇଶହ କାଯ୍ୟକର୍ତ୍ତା ଯୋଗ ଦେଇ କାଯ୍ୟକ୍ରମ କୁ ପରିଚଳନା କରିଥିଲେ .
ରଥଯାତ୍ରା ରେ ୟୁଥ ଫର ଆକ୍ସନ ପରିବାର ପକ୍ଷରୁ ସେବାକାର୍ଯ୍ୟ !!!

