ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ର ଗର୍ବ ଗୈାରବ ଉତ୍କଳ ଘଣ୍ଟ ଯଦୁମଣି ଙ୍କ ସମ୍ପର୍କରେ ମ୍ୟୁନିସିପାଲଟି ଭୁଲ ତଥ୍ୟ ପ୍ରଦାନ କରିବା ପ୍ରତିବାଦରେ ଯଦୁମଣିଙ୍କ ସମ୍ପର୍କୀୟ ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଦେଲେ ଦାବିପତ୍ର । ନୟାଗଡ଼ ଜଗନ୍ନାଥ ମନ୍ଦିର ନିକଟରେ ଯଦୁମଣି ଙ୍କ ପ୍ରତିମୂର୍ତ୍ତି ରେ ଇହଧାମ ତ୍ୟାଗ ସମ୍ପର୍କରେ ସଠିକ୍ ତଥ୍ୟ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ଯଦୁମଣିଙ୍କ ସମ୍ପର୍କୀୟ । ଦେଖାଯାଉ ସଠିକ୍ ତଥ୍ୟ ଦେବାକୁ ନୟାଗଡ଼ ମ୍ୟୁନିସିପାଲଟି କୁ କେତେ ଦିନ ଲାଗୁଛି ।
ଭୁଲ ତଥ୍ୟ ପ୍ରଦାନ ପ୍ରତିବାଦରେ ଯଦୁମଣିଙ୍କ ସମ୍ପର୍କୀୟ ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଦେଲେ ଦାବିପତ୍ର !!!

