ସାମାଜିକ ଗଣମାଧ୍ୟମ ବ୍ୟବହାର ସମ୍ପର୍କୀତ ସଚେତନତା କାର୍ଯ୍ୟକ୍ରମ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ପୁରୁଣା ଭୁବନେଶ୍ବର ର ସାମାଜିକ ସଂଗଠନ ବର୍ଷା ଫାଉଣ୍ଡେସନ ଚ୍ୟାରିଟେବଲ ଟ୍ରଷ୍ଟ ଦ୍ୱାରା ଆୟୋଜିତ ହୋଇଯାଇଛି ” ସାମାଜିକ ଗଣମାଧ୍ୟମ ବ୍ୟବହାର ସମ୍ପର୍କୀତ ସଚେତନତା ” କାର୍ଯ୍ୟକ୍ରମ ! ବର୍ଷା ଫାଉଣ୍ଡେସନ ର ପରିଚାଳନା ମୁଖ୍ୟ ବର୍ଷା ଦାସ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡ଼ ଦିଲ୍ଲୀପ ଶ୍ରୀଚନ୍ଦନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ସମୟରେ ସମାଜସେବୀ ଗଣେଶ ସାମନ୍ତରାୟ , ଡ଼ ପ୍ରକାଶ ଶ୍ରୀଚନ୍ଦନ , ସାମାଜିକ କର୍ମୀ ନିରଞ୍ଜନ ସାହୁ , ସାମ୍ବାଦିକ ରଶ୍ମିତା ଦାସ , ସମାଜସେବୀ ଚକ୍ରବର୍ତ୍ତୀ ଓତା ପ୍ରମୂଖ ଆଲୋଚକ ଭାବରେ ଉପସ୍ଥିତ ରହିଥିଲେ ! ଅନୁଷ୍ଠାନର ଏହି କାର୍ଯ୍ୟକ୍ରମରେ ସଦସ୍ୟା ସନ୍ଧ୍ୟାରାଣୀ ଵିଶୋଇ , ଉଷାରାଣୀ ସାହୁ , ଅନୁସୂୟା ବାରିକ , ସୁଦେଷ୍ମା ପୃଷ୍ଟି , ପ୍ରିୟଙ୍କା ଦାସ , ମଧୁସ୍ମିତା ସ୍ବାଇଁ , ପ୍ରୀତମ ଦାସ , ଭକ୍ତି ରଞ୍ଜନ ପଳାଇ , ପଶୁପ୍ରେମୀ ପ୍ରଦିପ ଦାସ , ପ୍ରଦୀପ ଖଣ୍ଡଆଳ , ପ୍ରୀତୋଷ ଦାସ ଉପସ୍ଥିତ ରହିଥିଲେ !

Leave a Reply

Your email address will not be published. Required fields are marked *