ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ପରଜଙ୍ଗ ବ୍ଲକ ସରପଞ୍ଚ ସଂଘ ଗଠିତ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ପରଜଙ୍ଗ ବ୍ଲକର 29 ଟି ପଞ୍ଚାୟତକୁ ନେଇ ପରଜଙ୍ଗ ବ୍ଲକ…

ଆମ ରିପୋଟରକଟକଜିଲ୍ଲା

ନୂଆଖାଇ ପର୍ବ ପାଳନ କଲେ ମହିମା ଧର୍ମାବଲମ୍ବୀ !!!

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଗଣପର୍ବ ନୂଆଖାଇ ଅବସରରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ଵର ପଞ୍ଚାୟତ କେନ୍ଧୁଲ ଠାରେ…

ଆମ ରିପୋଟରକଟକଜିଲ୍ଲା

ପିଲାଙ୍କୁ ଅଳିଆ ସଫା କାମରେ ଲଗାଇ ପ୍ରଧାନଶିକ୍ଷକ ହରଡ଼ଘଣାରେ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ପିଲାଙ୍କ ଦ୍ବାରା ଘର ଓଳାଇ ପ୍ରଧାନଶିକ୍ଷକ ହରଡ଼ଘଣାରେ । ସମସ୍ତ ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀ…

ଆମ ରିପୋଟରକଟକଜିଲ୍ଲା

ପୋସ୍କୋ କୋର୍ଟର ଅତିରିକ୍ତ ଜିଲ୍ଳା ଜଜ୍ ଙ୍କ ଆତ୍ମହତ୍ୟା !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ପୋସ୍କୋ କୋର୍ଟର ଅତିରିକ୍ତ ଜିଲ୍ଳା ଜଜ୍ ଙ୍କ ଆତ୍ମହତ୍ୟା କରିଥିବାର ସୁଚନା ମିଳିଛି ।…

Breaking newsଅପରାଧଆମ ରିପୋଟରଜିଲ୍ଲାଯାଜପୁର

ଯୁବକଙ୍କ ଧାରୁଆ ଅସ୍ତ୍ର ଆକ୍ରମଣରେ ତାନ୍ତ୍ରିକ ମୃତ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ବନ୍ଧଗାଁ ରେ ଅଭାବନୀୟ ଘଟଣା । ପ୍ରତିଶୋଧ ପରାୟଣ ହୋଇ ଜଣେ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ ଅଞ୍ଚଳରେ ଯୌତୁକଜନିତ ବଧୂ ହତ୍ୟା ଅଭିଯୋଗ : ସ୍ୱାମୀ, ଶ୍ୱଶୁର ଗିରଫ !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଯୌତୁକ ଜନିତ ହତ୍ୟା ଘଟଣା ସାମ୍ନାକୁ ଆସିଛି…

ଆମ ରିପୋଟରକଟକଜିଲ୍ଲା

ଜନମଙ୍ଗଳ ପରିଷଦ ପକ୍ଷରୁ ବନ୍ୟା ବିପନ୍ନ ଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଜନମଙ୍ଗଳ ପରିଷଦ ପକ୍ଷରୁ ବନ୍ୟା ବିପନ୍ନ ଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ !…

ଆମ ରିପୋଟରଗଜପତିଜିଲ୍ଲା

ହାଇଟେକ ପ୍ଲାଜା ସ୍ଥିତ ନିର୍ବାଚନ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଆୟୋଜିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ବିଜୁ ଜନତା ଦଳର ରାମନଗରସ୍ଥିତ ହାଇଟେକ ପ୍ଲାଜା ରେ ଥିବା ନିର୍ବାଚନ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ ମହାବିଦ୍ୟାଳୟର ୪୨ ତମ ପ୍ରତିଷ୍ଠା ଦିବସ ସମାରୋହ !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ମହାବିଦ୍ୟାଳୟର ୪୨ ତମ ପ୍ରତିଷ୍ଠା ଦିବସ ସମାରୋହ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ…