ପାରଳାଖେମୁଣ୍ଡି ନିଲାମା ମନ୍ଦିରରେ ଜମୁଛି ନବରାତ୍ର ପୂଜା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା ନିଲାମା ଠାକୁରାଣୀ ମନ୍ଦିରରେ ଧୁମଧାମରେ ଚାଲିଛି ନବରାତ୍ର ପୂଜା । ନବରାତ୍ର ପୂଜା ଚାଲିଥିବା ବେଳେ ସନ୍ଧ୍ୟା ସମୟରେ ମାଆ ଙ୍କ ଦର୍ଶନ ଓ ଆଳତୀ ପାଇଁ ଭକ୍ତ ଙ୍କ ସୁଅ ଛୁଟୁଥିବାର ଦେଖିବାକୁ ମିଳିଛି । ଏଥି ସାଙ୍ଗକୁ ସନ୍ଧ୍ୟା ସମୟରେ ଦାଣ୍ଡିଆ ନାଚ ଝିଅ ମାନେ କରୁଥିବାର ଦେଖିବାକୁ ମିଳିଛି । ଲିଚୁ ମାଳାରେ ମନ୍ଦିର ପରିସର ଝଲସି ଉଠୁଛି। ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ମୁତୟନ କରାଯାଇଛି ।

Leave a Reply

Your email address will not be published. Required fields are marked *