Home2022October31ଝୁଲନ୍ତା ଅବସ୍ଥାରେ ନାବାଳିକା ଙ୍କ ମୃତଦେହ ଉଦ୍ଧାର !!! ଝୁଲନ୍ତା ଅବସ୍ଥାରେ ନାବାଳିକା ଙ୍କ ମୃତଦେହ ଉଦ୍ଧାର !!! October 31, 2022October 31, 2022byAwaj Media Spread the loveନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଝୁଲନ୍ତା ଅବସ୍ଥାରେ ନାବାଳିକା ଙ୍କ ମୃତଦେହ ଉଦ୍ଧାର । ପାରିବାରିକ ଝଗଡ଼ା ରୁ ନାବାଳିକା ଜଣକ ଆତ୍ମହତ୍ୟା କରିଥିବା ସୂଚନା । କଟିକଟା ଗାଁ ର ଘଟଣା । ପୋଲିସ ର ତଦନ୍ତ ଜାରି ।
ଦୁର୍ଦ୍ଦାନ୍ତ ଅପରାଧୀ ବିକାଶକୁ ହାଣି ହାଣି ହତ୍ୟା !!! Spread the loveSpread the loveନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ପୁଲିସ୍ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ଦୁର୍ଦାନ୍ତ ଅପରାଧି…
ସାମ୍ବାଦିକଙ୍କ ମୋବାଇଲ ଫୋନ ଛଡାଇନେଲେ ସରପଞ୍ଚ !! Spread the loveSpread the loveସରପଞ୍ଚଙ୍କ ଦବଙ୍ଗ ଗିରି : ନୂଆଗାଁ ଥାନାରେ ଅଭିଯୋଗ ନୟାଗଡ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ସମଗ୍ର…
ଚିଲିକାରେ ଦେଶୀ ମଦ ଭାଟି ଉପରେ ଅବକାରୀ ବିଭାଗ ର ଚଢ଼ାଉ !!! Spread the loveSpread the loveଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଦୀର୍ଘଦିନ ହେଲା ଖୋର୍ଦ୍ଧା ଜିଲ୍ଲା ଚିଲିକା ଅଞ୍ଚଳ ରେ ବେଆଇନ ମଦ…