ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜନୀତିରାଜ୍ୟ

ବାଣପୁର ଓ ବାଲୁଗାଁରେ ପୋଲିସର ଫ୍ଲାଗମାର୍ଚ୍ଚ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଏସପି ଙ୍କ ନିର୍ଦ୍ଦେଶ କ୍ରମେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ତତ୍ୱାବଧାନରେ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ବାଘ ଆତଙ୍କ !!!

ଛେଣ୍ଡିପଦା ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ବାଘ ଆତଙ୍କ। ସ୍ଥାନୀୟ ବନବିଭାଗ କାର୍ଯ୍ୟାଳୟ ନିକଟସ୍ଥ ଏମସିଏଲ ପାଚେରୀ…

ଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲା

ସରକାରୀ କାମ ରେ ବାଧା ସୃଷ୍ଟି କଲେ କୁଚକ୍ରୀ !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ସରକାରୀ କାର୍ଯ୍ୟ ରେ ବାଧକ ସାଜିଲେ କୁଚକ୍ରୀ l ଜଳସମ୍ପଦ ବିଭାଗ ରାସ୍ତା…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲାରାଜନୀତିରାଜ୍ୟ

କନ୍ଧମାଳ ଜିଲା ବିଜେପି ପ୍ରଭାରୀ ତଥା ରାଜ୍ୟ ବିଜେପି ପ୍ରବକ୍ତାଙ୍କ ଗାଡିକୁ ଭାଙ୍ଗିଲେ ଦୁର୍ବୁତ୍ତ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲା ବିଜେପି ପ୍ରଭାରୀ ତଥା ରାଜ୍ୟ ବିଜେପି ପ୍ରବକ୍ତା ବିରଞ୍ଚି ନାରାୟଣ…

ଆମ ରିପୋଟରଗଜପତିଜିଲ୍ଲା

ବିଶ୍ୱବ୍ୟାପୀ ପାରମ୍ପରିକ ଔଷଧ ର ପ୍ରଚାର ପ୍ରସାର କରି ଐତିହାସିକ ରେକର୍ଡ଼ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : Holistic Medicine Research Foundation ( HMRF ) ଦ୍ୱାରା ଆୟୋଜିତ ଏକ ବର୍ଣ୍ଣାଢ଼୍ୟ…

ଅପରାଧଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରଯାଜପୁରରାଜ୍ୟ

ବାଣପୁର ସବ ଜେଲ ଗଲେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବ !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଗିରଫ ପରେ ତାଙ୍କୁ ଭୁବନେଶ୍ୱର ଏସଡ଼ିଜେଏମ କୋର୍ଟ…

ଆମ ରିପୋଟରକନ୍ଧମାଳଜିଲ୍ଲାରାଜନୀତିରାଜ୍ୟ

ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ବିଜେଡି ର ଦୁଇ ପୂର୍ବତନ କାଉନସିଲର ନିଲମ୍ବିତ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ସସ୍‌ପେଣ୍ଡ ହେଲେ ଦୁଇ ପୂର୍ବତନ କାଉନସିଲର…

ଆମ ରିପୋଟରଗଜପତିଜିଲ୍ଲା

ପୂଜ୍ୟପୂଜା ସଂସଦ ପାରଳାଖେମୁଣ୍ଡି ଆନୁକୁଲ୍ୟରେ ବିଶ୍ଵ ଜଳ ଦିବସ ପାଳନ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପୂଜ୍ୟପୂଜା ସଂସଦ ର ସଭାପତି ଭାଗବତ ପାଢୀଙ୍କ ଅଧ୍ୟକ୍ଷତାରେ ଏକ ଆଭାଷି ଆଲୋଚନା ଚକ୍ର…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ବାରହା ଆକ୍ରମଣରେ ବୃଦ୍ଧ ଗୁରୁତର !!!

ଛେଣ୍ଡିପଦା ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ବାରହା ଆକ୍ରମଣରେ ବୃଦ୍ଧ ଗୁରୁତର । ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ରାଇଝରଣ ଗାଁ ସ୍ଥିତ…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାରାଜନୀତିରାଜ୍ୟ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ . ବିଜେପି ର କର୍ମୀ ସମ୍ମିଳନୀ ସମୟରେ…