ଆମ ରିପୋଟରଜିଲ୍ଲାନୟାଗଡ

ରାଜ ସୁନାଖଳା ରେ ଜୋରଦାର ଲଢେଇ

ନୟାଗଡ ( ଆୱାଜ ମିଡିଆ) – କିଶୋର ମହାପାତ୍ର : ସରଗରମ ହେବାରେ ଲାଗିଛି ପଞ୍ଚାୟତ ନିର୍ବାଚନ। ପ୍ରାର୍ଥୀ ମାନେ ବିଭିନ୍ନ ପ୍ରତିଶ୍ରୁତି ଦେଇ ଭୋଟରମାନଙ୍କ ମନ…

ଆମ ରିପୋଟରକଟକଜିଲ୍ଲା

ଆଦିବାସୀପଡା ବାସିନ୍ଦାଙ୍କ ଉଚ୍ଛେଦ ନେଇ ସରକାର ସମୟ ଦିୟନ୍ତୁ : ସମାଜସେବୀ ସରୋଜିନୀ ମହାପାତ୍ର ।

କଟକ ସଦର ( ଆୱାଜ୍ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର କନ୍ଦରପୁର ରେଳପଥ କ୍ରସିଂ ଯାହାକି ରେଳ ସଂଯୋଗ କଟକ ପାରାଦୀପ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଭିନ୍ନ ପଞ୍ଚାୟତରେ ବାଲୁଗାଁ ପୋଲିସର ଫ୍ଲାଗ ମାର୍ଚ୍ଚ !!!

ଚିଲିକା ( ଆୱାଜ ମିଡିଆ ) – ରାକେଶ ସାହୁ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଧୀନରେ ଥିବା…

ଆମ ରିପୋଟରକଟକଜିଲ୍ଲାରାଜନୀତିରାଜ୍ୟ

ଦୁଲଣାପୁର ପଞ୍ଚାୟତରେ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭୋଟ ପ୍ରଚାର ।।।

ବାଙ୍କୀ // ଡମପଡା ( ଆୱାଜ ମିଡିଆ ) – ବ୍ୟୁରୋ ରିପୋର୍ଟ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପେକ୍ଷୀରେ ଡମପଡା ବ୍ଲକରେ ବିଭିନ୍ନ ପ୍ରାର୍ଥିଙ୍କ ପକ୍ଷରୁ…

ଆମ ରିପୋଟରଜିଲ୍ଲାନୟାଗଡମୁଖ୍ୟ ଖବରରାଜନୀତିରାଜ୍ୟ

ମଉସା – ତମ ପିଲାଙ୍କ ପାଇଁ ଅଣ୍ଡା ଛତୁଆ ସବୁ ନେଉଛ : ଶଙ୍ଖ ଚିହ୍ନରେ ଭୋଟ ଦେବ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ସଦର ବ୍ଲକ ନବଘନପୁର ପଞ୍ଚାୟତ ରେ ସରକାରୀ ଦଳର ନିୟମ ଉଲଘଂନ ଦେଖିବାକୁ…

ଆମ ରିପୋଟରକଟକଜିଲ୍ଲାମୁଖ୍ୟ ଖବରରାଜନୀତିରାଜ୍ୟ

ବାରଙ୍ଗ ଜିଲ୍ଲା ପରିଷଦ ଫାଇଟ : ତୁଷାରଙ୍କ ରାସ୍ତାରେ ନଳିନୀ କଣ୍ଟା !!!!

ବାରଙ୍ଗ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଦଳୀୟ ପ୍ରାର୍ଥୀଙ୍କୁ ଅଡୁଆ ସ୍ୱାଧୀନ ପ୍ରାର୍ଥୀ . ବାଙ୍କୀ ନିର୍ବାଚନ ମଣ୍ଡଳୀ ବାରଙ୍ଗ ୩୨…

Breaking newsଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ନୂଆ ଡିଜିପିଙ୍କ ପ୍ରଥମ କନ୍ଧମାଳ ଗସ୍ତ: ଆତ୍ମ ସମର୍ପଣ ପାଇଁ ମାଓବାଦୀଙ୍କୁ ଆହ୍ୱାନ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ନୂଆ ଡିଜିପିଙ୍କ ପ୍ରଥମ କନ୍ଧମାଳ ଗସ୍ତ , ଆତ୍ମ ସମର୍ପଣ ପାଇଁ ମାଓବାଦୀଙ୍କୁ…

ଆମ ରିପୋଟରଗଜପତିଜିଲ୍ଲା

ପୌର ପରିଷଦ ନିର୍ବାଚନ ପାଇଁ ଭୋଟର ତାଲିକା ଉନ୍ମୋଚିତ ।।

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ଉନ୍ମୋଚିତ ହୋଇଯାଇଛି…

ଅପରାଧଆମ ରିପୋଟରକଟକଜିଲ୍ଲାମୁଖ୍ୟ ଖବରରାଜନୀତିରାଜ୍ୟ

କଂଗ୍ରେସ ଷ୍ଟାଣ୍ଡ ରେ ବିଜେଡି ବ୍ୟାନର : ବଢୁଛି ଉତ୍ତେଜନା !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ନିର୍ବାଚନ ତାରିଖ ପାଖେଇ ଆସୁଥିବା ସମୟରେ ବଢ଼ିବାରେ ଲାଗିଲାଣି ଆରୋପ ପ୍ରତ୍ୟାରୋପ . ପୋଷ୍ଟର…