ଜନ୍ମ ଉତ୍ସବରେ ବୃକ୍ଷ ଉପହାର ଦେଇ ପରିବେଶ ସୁରକ୍ଷା ବର୍ତ୍ତା ବାଣ୍ଟିଲେ ସମାଜସେବୀ ଶୁଭଶ୍ରୀ ମହାପାତ୍ର !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଭରତପଡା ଗ୍ରାମର ମନୋଜ କୁମାର ଦାଶ ଓ ଶ୍ରୀମତୀ ରଶ୍ମି ରଞ୍ଜିତା ଦାଶଙ୍କ ପୁତ୍ର ଶ୍ୟାମ ଦାଶଙ୍କ ଜନ୍ମ ଉତ୍ସବରେ ମାହାଙ୍ଗା ଅଞ୍ଚଳର ବିଶିଷ୍ଟ ସମାଜସେବୀ ଶ୍ରୀମତୀ ଶୁଭଶ୍ରୀ ମହାପାତ୍ର ପରିବେଶ ସୁରକ୍ଷା ଓ ସଂରକ୍ଷଣ କ୍ଷେତ୍ରରେ ବ୍ୟାପକ ସଚେତନତାର ବର୍ତ୍ତା ବାଣ୍ଟିବାକୁ ନେଇ ବୃକ୍ଷ ଉପହାର ପ୍ରଦାନ କରି ଯୁବ ସମାଜ ପରିବେଶର ଯତ୍ନ ନେବାକୁ ଆଗେଇ ଆସିବାକୁ ଆହ୍ୱାନ କରିବା ସହ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା ଅର୍ଜନ କରି ଯୁବ ସମାଜ ପାଇଁ ଆଦର୍ଶ ପାଲଟିଛନ୍ତି l

Leave a Reply

Your email address will not be published. Required fields are marked *