ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଓଡିଶା ଡ୍ରାଇଭର ମହାସଂଘର ଷ୍ଟେରିଙ୍ଗ ଛାଡ ଆନ୍ଦୋଳନରେ ସାମିଲ ହେଲେ ବାଣପୁର ଅଞ୍ଚଳର ଶହ ଶହ ଡ୍ରାଇଭର !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡିଶା ଡ୍ରାଇଭର ମହାସଂଘ ବାଣପୁର ବ୍ଲକ ଶାଖା ଡ୍ରାଇଭର ସଂଘର ସଭାପତି ବନମାଳୀ ପରିଡା…

ଆମ ରିପୋଟରକନ୍ଧମାଳଜିଲ୍ଲା

ବାଲିଗୁଡା ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ : ଯାତାୟାତ ବାଧାପ୍ରାପ୍ତ , ଯାତ୍ରୀ ହନ୍ତସନ୍ତ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଡ୍ରାଇଭର ଏକତା ମହାମଞ୍ଚ ଆନୁକୁଲ୍ୟରେ ବୁଧବାର ମାର୍ଚ୍ଚ ୧୫ ତାରିଖରୁ ୧୦ ଦଫା…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଥାନା ଅଞ୍ଚଳରେ ପରକ୍ରୀୟା ପ୍ରୀତିର କରୁଣ ପରିଣତି : ସ୍ବାମୀ କୁ ଛାଡି ସ୍ତ୍ରୀ ଫେରାର !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ପରକ୍ରୀୟା ପ୍ରୀତିର କରୁଣ ପରିଣତି…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ଲୋୟର ପିଏମଜି ରେ ସ୍ମାର୍ଟସିଟି ଅଟୋ ଚାଳକଙ୍କ ମହା ସମାବେଶ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଭୁବନେଶ୍ୱର ଲୋୟର ପିଏମଜି ରେ ପ୍ରତିବାଦ କରିବ ସ୍ମାର୍ଟ ସିଟି ଅଟୋ ଚାଳକ ସଂଘ…

ଆମ ରିପୋଟରକନ୍ଧମାଳଜିଲ୍ଲା

ଆନ୍ଦୋଳନ ଯୋଗୁଁ ଫସି ରହିଥିଲେ ୪୦ ଜଣ ତୀର୍ଥଯାତ୍ରୀ : ଥାନାଧିକାରୀ ଙ୍କ ହସ୍ତକ୍ଷେପ ପରେ ଗନ୍ତବ୍ୟ ସ୍ଥଳକୁ ଗଲେ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ସାରା ରାଜ୍ୟରେ ଡ୍ରାଇଭର ମାନେ ଷ୍ଟିୟରିଂ ଛାଡ ଆନ୍ଦୋଳନ ଡ଼ାକରା ଦେଇଥିବା ବେଳେ…

ଆମ ରିପୋଟରଜିଲ୍ଲାନୟାଗଡ

୧୦ ଦଫା ଦାବି ନେଇ ନୟାଗଡ ଡ୍ରାଇଭର ମହାସଂଘ ର ଶାନ୍ତିପୂର୍ଣ୍ଣ ଧର୍ମଘଟ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଓଡ଼ିଶା ଡ୍ରାଇଭର ମହାସଂଘ ୧୦ ଦଫା ଦାବି ନେଇ ରାଜ୍ୟ ବ୍ୟାପି ଅନିର୍ଦ୍ଧିଷ୍ଟ କାଳ…

ଆମ ରିପୋଟରଖେଳଜିଲ୍ଲାନୟାଗଡ

ମା ଭୈରବୀ କବାଡ଼ି କ୍ଳବ୍ ତରଫରୁ ଅଷ୍ଟମ ରାଜ୍ୟ ସ୍ତରୀୟ ଦିବା ରାତ୍ର କବାଡି ଟୁର୍ଣ୍ଣାମେଣ୍ଟ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ମା ଭୈରବୀ କବାଡ଼ି କ୍ଳବ୍ ତରଫରୁ ଅଷ୍ଟମ ରାଜ୍ୟ ସ୍ତରୀୟ ଦିବା ରାତ୍ର କବାଡି…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ପିକ୍ ଅପ୍ ଭ୍ୟାନ୍ ସହ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ପକ୍ଷରୁ ଚଢ଼ାଉ । ଗଞ୍ଜେଇ…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ ଜିଲ୍ଲା ପିଏନଡିଟି ପରାମର୍ଶ ସମିତି ସମୀକ୍ଷା ବୈଠକ !!!

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ ଜିଲ୍ଲା ପିଏନଡିଟି ପରାମର୍ଶ ସମିତି ସମୀକ୍ଷା ବୈଠକ ଅନୁଷ୍ଠିତ ! ଦଶପଲ୍ଲା ସରକାରୀ…