କଳାପଥର ବଜରଙ୍ଗ ଦଳ କାଯ୍ୟକର୍ତ୍ତା ଙ୍କ ଦ୍ୱାରା ଗୋରୁ ଗାଡି ଜବତ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ସନ୍ଧ୍ୟା ସମୟରେ ବଡମ୍ବା ରୁ କଳାପଥର ଦେଇ ବାହାରକୁ ଗୋରୁ ଚଲାଣ ହେବା ସମୟରେ କଳାପଥର ବଜରଙ୍ଗ ଦଳ ଶାଖା ର ପ୍ରମୁଖ କାଯ୍ୟକର୍ତ୍ତା ଖବର ପାଇ ତୁରନ୍ତ ସେହି ଗୋରୁ ଗାଡି କୁ ଜବତ କରିବା ସହ ବୈଦେଶ୍ଵର ଥାନା ହେପାଜତ କୁ ଦେଇଥିଲେ ! ଥାନାରେ ଚଲାଣକାରୀଙ୍କୁ ଅଟକ ରଖିବା ସହ ଉଦ୍ଧାର ଗୋରୁ ମାନଙ୍କୁ ଗୋଶାଳା ପଠାଇବା ବ୍ୟବସ୍ଥା କରାଯାଇଛି ! ଆଗାମୀ ଦିନ ରେ ଯଦି କଳାପଥର ଅଞ୍ଚଳରେ କିମ୍ବା ଆଖପାଖରେ ଗୋରୁ ଚଲାଣ ହୁଏ , ତେବେ କଳାପଥର ବଜରଙ୍ଗ ଶାଖା ଏହାର ଦୃଢ ପ୍ରତିବାଦ କରିବା ସହ ଆନ୍ଦୋଳନ କରିବା ପାଇଁ ଆହ୍ୱାନ ଦେଇଛନ୍ତି ଶାଖା ର ପ୍ରମୁଖ କାଯ୍ୟକର୍ତ୍ତା ବିଶ୍ୱଜିତ ବିଶ୍ୱାଳ !

Leave a Reply

Your email address will not be published. Required fields are marked *