ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ ଲୁଣୁପୁଟୁ ଗ୍ରାମରେ ପୋଖରୀରେ ବୁଡି ନାବାଳକ ର ମୃତ୍ୟୁ !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପ୍ରଥମ ଶ୍ରେଣୀରେ ପାସ କରିଥିଲେ ଦଶମ ପରୀକ୍ଷା ! ମହାବିଦ୍ୟାଳୟରେ ଲେଖାଇଥାନ୍ତେ ନାମ !…

ଅପରାଧଆମ ରିପୋଟରଜିଲ୍ଲାମୟୁରଭଞ୍ଜ

ନାବାଳିକା ର ଅଶ୍ଳୀଳ ଭିଡିଓ ଭାଇରାଲ୍ କରିଥିବା ଯୁବକ ଗିରଫ !!!

ରାସଗୋବିନ୍ଦପୁର ( ଆୱାଜ ମିଡ଼ିଆ ) – ଚନ୍ଦନ କୁମାର ଦାସ : ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ଝାଟିଅଡା ପଞ୍ଚାୟତ ର ଏକ ନାବାଳିକା…

ଆମ ରିପୋଟରଗଜପତିଜିଲ୍ଲା

ମୁଖ୍ୟମନ୍ତ୍ରୀ ଙ୍କ ହସ୍ତକ୍ଷେପ ଲୋଡ଼ିଲା ମିଳିତ ଅମଲା ମଞ୍ଚ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ର ଗୁରୁତ୍ୱପୂର୍ଣ୍ଣ ବୈଠକ ମାନ ସମସ୍ତ ସଦର…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବଡ଼କୁଳ ବୋରିଆ ସାହିରେ ଅଗ୍ନିକାଣ୍ଡ : ନିଆଁ କୁ ଆୟତ୍ତ କଲେ ବାଣପୁର ଅଗ୍ନିଶମ ବାହିନୀ କର୍ମଚାରୀ !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସୋମବାର ଅପରାହ୍ନରେ ବାଲୁଗାଁ ଥାନା ବଡ଼କୁଳ ନିକଟସ୍ଥ ବୋରିଆ ସାହି ଗ୍ରାମରେ ଘଟିଛି ଏକ…

ଆମ ରିପୋଟରଜିଲ୍ଲାରାୟଗଡା

ଆଇନସେବା ପ୍ରାଧିକରଣ ରାୟଗଡା ଦ୍ବାରା ଜାତୀୟ ବାଳ ଶ୍ରମିକ ନିଷେଧ ଦିବସ ପାଳିତ !!!

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡା ଜି.ସି.ଡି ଜିଲ୍ଳା ହାଇସ୍କୁଲ” ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ,ରାୟଗଡା ତରଫରୁ ଜାତୀୟ…

ଆମ ରିପୋଟରଜିଲ୍ଲାନୟାଗଡମୁଖ୍ୟ ଖବରରାଜ୍ୟ

ସମର୍ପଣ ବୃଦ୍ଧାଶ୍ରମ ରେ ନିଆରା ବାହାଘର !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ସ୍ଥିତ ବାଳାଶ୍ରମର କନ୍ଯା ଆୟୂଷ୍ମତୀ ଜିନାର ବିବାହ ଉତ୍ସବ ଆଦର୍ଶ ଯୁବକ ଆୟୂଷ୍ମାନ୍…

ଆମ ରିପୋଟରଗଜପତିଜିଲ୍ଲା

କାଶୀନଗର ରେ ସିଲାଇ ତାଲିମ ଶିବିର !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଡ଼ସ୍ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ନାବାର୍ଡ ଭୁବନେଶ୍ୱର ସହାୟତାରେ କାଶୀ ନଗର ବ୍ଳକର ରାଣୀପେଣ୍ଠ।…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ ବଡ଼କୁଳ ଓଡ଼ି ଆର୍ଟ ସେଣ୍ଟରରେ ତିନି ଦିନ ବ୍ୟାପି ପାଳନ ହେବ ରଜ ମହୋତ୍ସବ !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ବଡ଼କୁଳ ଓଡ଼ି ଆର୍ଟ ସେଣ୍ଟର ପରିସରରେ ଚଳିତ ବର୍ଷ…

ଆମ ରିପୋଟରଗଜପତିଜିଲ୍ଲା

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ମାଣ୍ଡିମେରା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ…

ଆମ ରିପୋଟରଜିଲ୍ଲାଯାଜପୁର

ପର୍ଯ୍ୟଟନ କ୍ଷେତ୍ର ଅଶୋକଝର ଠାରେ ଶିଶୁ ଶ୍ରମିକ ନିରୋଧ ଦିବସ ପାଳିତ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଶିଶୁ ଶ୍ରମିକ ନିରୋଧ ଦିବସ ଅବସରରେ ସୁକିନ୍ଦା ବ୍ଲକର ବନ୍ଧଗାଁ ପଞ୍ଚାୟତରେ ଏକ ସଚେତନତା…