ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ନୃତ୍ୟ କଳା କ୍ଷେତ୍ରରେ ଗୌରବ ଆଣିଲା ମା ଭଗବତୀ କଳା ନିକେତନ ଅନୁଷ୍ଠାନ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଣପୁର ର ମା ଭଗବତୀ କଳାନୁଷ୍ଠାନର ଛାତ୍ର ଛାତ୍ରୀ ଭୁବନେଶ୍ୱର…

ଆମ ରିପୋଟରଜିଲ୍ଲାନୟାଗଡ

ଆଉଟ ସୋର୍ସିଙ୍ଗ କର୍ମଚାରୀ ମହାସଂଘ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ !!!

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ,ଓଡିଶା ସରକାରୀ ଆଉଟ ସୋର୍ସିଙ୍ଗ କର୍ମଚାରୀ ମହାସଂଘ ସହିତ ଜଡିତ ନୟାଗଡ଼ ଜିଲ୍ଲା ଆଉଟସୋର୍ସିଙ୍ଗ…

ଅପରାଧଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲା

ଚୋର ଙ୍କୁ କାବୁ କଲେ : ବହେ ଛେଚିଲେ : ପୁଲିସ ଜିମା ଦେଲେ !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ସଦର ଥାନା ଅଧିନସ୍ଥ ଭାଗବତପୁର ପଞ୍ଚାୟତ ଚଣ୍ଡିବଜାରରେ ଏକ ତେଜରାତି ଦୋକାନ…

ଆମ ରିପୋଟରଜିଲ୍ଲାନୟାଗଡ

ସର୍ବଶିକ୍ଷା ଜିନ୍ଦାବାଦ : ଖୋଲା ପଡିଆରେ ମଧ୍ୟାହ୍ନ ଭୋଜନ ଖାଉଛନ୍ତି ଛାତ୍ରଛାତ୍ରୀ !!!

ନୂଆଗାଁ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର ପ୍ରଥମ ବିଦ୍ୟାଳୟ ଭାବେ ଚାହାଳୀ ଜନଶକ୍ତି ସରକାରୀ ଉଚ୍ଚ…

ଆମ ରିପୋଟରକଟକଜିଲ୍ଲା

କଳାପଥରରେ ରୋଟାରୀ ତରଫରୁ ନେସନ ବିଲଡର ଆୱାର୍ଡ କାର୍ଯ୍ୟକ୍ରମ !!!

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : କଳାପଥର ରେ ରୋଟାରୀ ତରଫରୁ ନେସନ ବିଲଡର ଆୱାର୍ଡ କାର୍ଯ୍ୟକ୍ରମ ! ରୋଟାରୀ କ୍ଲବ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଟାଙ୍ଗୀ ଥାନା ଅଞ୍ଚଳରେ ଠିକାଦାର ରମେଶ ରାଉତଙ୍କୁ ଗୁଳିକରି ହତ୍ୟା ଘଟଣା : ଅଭିଯୁକ୍ତ ମାନେ ଗିରଫ !!!

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଠିକାଦାରଙ୍କୁ ଗୁଳିକରି ହତ୍ୟା ଘଟଣା ରେ ଟାଙ୍ଗୀ ଥାନା ପୋଲିସକୁ ମିଳିଛି ସଫଳତା।ହତ୍ୟାକାଣ୍ଡ ଘଟଣାର…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ଆଠ ଦିନ ହେବ ଘରୁ ନିଖୋଜ ଯୁବତୀଙ୍କ ପତ୍ତା ମିଳୁନି !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜ଼ିଲ୍ଲାରେ ଦିନକୁ ଦିନ ନାବାଳିକା ଯୁବତୀ ଅପହରଣ ମାମଲା ବୃଦ୍ଧି ପାଇବାରେ…

ଆମ ରିପୋଟରଜିଲ୍ଲାଯାଜପୁର

ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ସୁକିନ୍ଦା ଆଦର୍ଶ ବିଦ୍ୟାଳୟର ନୂତନ ହଷ୍ଟେଲ ଗୃହ ଉଦଘାଟିତ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଆଦର୍ଶ ବିଦ୍ୟାଳୟର ନବ ନିର୍ମିତ ବାଳିକା ହଷ୍ଟେଲ ଗୃହ ଶନିବାର ଦିନ ଉଦଘାଟିତ…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ପୋଲିସର ଦମନ ଓ ମିଥ୍ୟା ଏନକାଉଣ୍ଟର ବିରୋଧରେ ରବିବାର ୪ ଜିଲାକୁ ୧୨ଘଣ୍ଟିଆ ବନ୍ଦ ଡାକରା !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ସୁଡ୍ରା ଅଞ୍ଚଳରେ ମାଓବାଦୀ ପୋଷ୍ଟର ! ପୋଲିସର ଦମନ ଓ ମିଥ୍ୟା ଏନକାଉଣ୍ଟର…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଥାନା ଅଞ୍ଚଳରେ ଅବକାରୀ ଚଢ଼ାଉ : ଦେଶୀ ମଦ ଜବତ , ଜଣେ ଗିରଫ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଥାନା ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ , ଦେଶୀ ମଦ ଜବତ ଜଣେ…