ଯାଜପୁର ରୋଡ଼ର ଦଳା ଛକ ଠାରେ ଗୋରୁ ଚମଡା ବୋଝେଇ କଣ୍ଟେନର ଅଟକ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ରୋଡ଼ର ଦଳା ଛକ ଠାରେ ଏକ ଗୋରୁ ଚମଡା ବୋଝେଇ କଣ୍ଟେନର୍ ଗାଡ଼ି ଅଟକ ! କଣ୍ଟେନର ରେ ଗୋରୁ ଚମଡା ଚାଲାଣ ସମ୍ପର୍କରେ ସୂଚନା ପାଇ ଗାଡି କୁ ଅଟକାଇ ଥିଲେ ସାଧାରଣ ଲୋକ ! ରାସ୍ତା ଉପରେ ଗାଡି ଅଟକ ରହି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବା ପରେ ଖବର ପାଇ ସେଠାରେ ପହଞ୍ଚିଥିଲା ସ୍ଥାନୀୟ ପୁଲିସ ! ଗାଡିକୁ ଜବତ କରି ଚାଳକ କୁ ଅଟକ ରଖି ଆରମ୍ଭ ହୋଇଛି ତଦନ୍ତ !

Leave a Reply

Your email address will not be published. Required fields are marked *