ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସତ୍ୟବାଦୀ ପଞ୍ଚସଖା ଯୁଗର ଅନ୍ୟତମ ସାଧକ, ଆଦର୍ଶ ଶିକ୍ଷକ, ଶିକ୍ଷାବିତ୍, ନିସ୍ୱାର୍ଥପର ଜନ ସେବକ, ପ୍ରବୀଣ ରାଜନୀତିଜ୍ଞ ଏବଂ ଓଡ଼ିଆ ଭାଷା ଓ ସାହିତ୍ୟର ଏକନିଷ୍ଠ ପୂଜାରୀ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜୟନ୍ତୀ ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଣପୁରର ଯୁବ ସମାଜସେବୀ ତଥା ଚିଲିକା ଫାଉଣ୍ଡେସନ ର ସକ୍ରିୟ ସଦସ୍ୟ ଶକ୍ତି ପ୍ରସାଦ ମିଶ୍ର ବାଣପୁର ବାଲେଡି ସ୍ଥିତ ଲଡୁକେଶର ବୃଦ୍ଧାଶ୍ରମ ରେ ପହଞ୍ଚି ଆଜି ଦିନଟି ସେଠାରେ ଅତିବାହିତ କରିବା ସହିତ କିଛି ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ କରିଥିଲେ ।
ବାଣପୁରରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜୟନ୍ତୀ ଅବସରରେ ବୃଦ୍ଧାଶ୍ରମରେ ଫଳ ବଣ୍ଟନ କଲେ ଯୁବ ସମାଜସେବୀ ଶକ୍ତି ପ୍ରସାଦ ମିଶ୍ର !!!

